Latest Odisha News

BREAKING NEWS

ପାଟକୁରା ଭୋଟରଙ୍କ ମଝି ଆଙ୍ଗୁଠିରେ ଲାଗିବ କାଳି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନରେ ଭୋଟ ଦାନ ସମୟରେ ଭୋଟରଙ୍କ ମଝି ଆଙ୍ଗୁଠୀରେ କାଳି ଲଗାଯିବ ବୋଲି ଗୁରୁବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଯଦି କୌଣସି ବୁଥରେ ସାନି ମତଦାନ ହୁଏ ତେବେ ଭୋଟରଙ୍କ ଅନାମିକା ଆଙ୍ଗୁଠୀରେ କାଳି ଲଗାଯିବ ବୋଲି ଭାରତ ନିର୍ବାଚନ ଆୟୋଗ ଦେଇଛନ୍ତି ।

Leave A Reply

Your email address will not be published.