Latest Odisha News

BREAKING NEWS

ନୂଆବର୍ଷରେ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଚଳଚଞ୍ଚଳ

ଯାଜପୁର : ଆଜି ପବିତ୍ର ଶାମ୍ବ ଦଶମୀ ଏବଂ ଇଂରାଜୀ ନବ ବର୍ଷ । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ।  ମା ବିରଜାଙ୍କୁ ଦର୍ଶନ କରି ଆଶୀଷ କାମନା କରିଛନ୍ତି ଶ୍ରଦ୍ଧାଳୁ।

ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ ଧାଡି ରହି ମାଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ଦୁଇ ବର୍ଷ ପରେ କରୋନା ଜନିତ କଟକଣା ନଥିବାରୁ ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

Comments are closed.