Latest Odisha News
Browsing Tag

devotees

ନୂଆବର୍ଷରେ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଚଳଚଞ୍ଚଳ

ଯାଜପୁର : ଆଜି ପବିତ୍ର ଶାମ୍ବ ଦଶମୀ ଏବଂ ଇଂରାଜୀ ନବ ବର୍ଷ । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ।  ମା ବିରଜାଙ୍କୁ ଦର୍ଶନ କରି ଆଶୀଷ କାମନା କରିଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ…

ବର୍ଷର ଶେଷ ଦିନରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ପୁରୀ: ଆଜି ୨୦୨୨ର ଶେଷ ଦିନ । ପୁରୀ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତ ପୁରୀକୁ ଛୁଟିଆସିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଲମ୍ୱା ଲାଇନ ଲଗାଇଛନ୍ତି । ମହାପ୍ରଭୁ ଡାକରେ ଉଛୁଳି ପଡୁଛି ସିଂହଦ୍ୱାର । ଶ୍ରୀମନ୍ଦିରରେ ଅବକାଶ ଓ…

ଏ ବର୍ଷ ବି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ପୁରୀ: ମିଳିବନି ଦୁର୍ଲଭ ସୁନାବେଶ ଦର୍ଶନ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ହେବାକୁ ଥିବା ଶ୍ରୀଜୀଉଙ୍କ ଦୁର୍ଲଭ ଦର୍ଶନରୁ ଏଥର ବି ବଞ୍ଚିତ ହେବେ ଭକ୍ତ । ୨ ବର୍ଷ ଧରି କରୋନା କଟକଣା ପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ପାରି ନଥିଲେ ଶ୍ରଦ୍ଧାଳୁ ।…

ଭକ୍ତଙ୍କ ବିଶ୍ୱାସ ଓ ଭରସାର ପୀଠ ସୋନପୁରର ମାଆ ସୁରେଶ୍ୱରୀ ମନ୍ଦିର

ସୋନପୁର: ସୋନପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ୱରୀ । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଇଷ୍ଟଦେବୀ ଭାବେ ମାଆ ପୂଜା ପାଇ ଆସୁଛନ୍ତି । ଗଡ଼ଜାତର ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା ଭିତରେ ମାଆ ସୁରେଶ୍ବରୀ ପରୁହାଁ ଦେବୀ ଭାବେ ସର୍ବାଗ୍ରେ ପୂଜିତା ।…

‘ପୁରୀକୁ ସିଲ୍ କରି ବିନା ଭକ୍ତରେ ହେଉ ରଥଯାତ୍ରା’

ଭୁବନେଶ୍ୱର: ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସେବାୟତ ମତ ଦେଉଛନ୍ତି । ଏହାରିଭିତରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ…