ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ କରିବାକୁ ବିଭାଗ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ସକାଳ ୮ଟାରୁ ସଂଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ସଂକ୍ରାନ୍ତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
BREAKING NEWS
- ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଆସନ୍ତା ବର୍ଷଠାରୁ ଲାଗୁ ହୋଇପାରେ ଏମ୍ଡ଼ିଆର୍
- Unwanted Touch: ଛାତ୍ରୀଙ୍କ ହାତ ଧରି ଟାଣିଲେ ବିଧାୟକ! ଭାଇରାଲ ଭିଡିଓରେ କଂଗ୍ରେସ ନେତାଙ୍କ ଏପରି ବ୍ୟବହାର ନେଇ ଉଠିଲା ପ୍ରଶ୍ନ! ମହିଳାଙ୍କ ଅନୁମତି କେତେ ଗୁରୁତ୍ବପୂର୍ଣ୍ଣ?
- Delhi Security: ଅଭେଦ୍ୟ ଦୁର୍ଗ ପାଲଟିବ ଦିଲ୍ଲୀ! CJP ଆନ୍ଦୋଳନ ପୂର୍ବରୁ ୨୩ ହଜାର ଯବାନ ମୁତୟନ, ୧୫୦ ବଡିକ୍ୟାମ୍ରେ ହେବ ନଜରବନ୍ଦୀ!
- Green Card freeze: ହାତରୁ ଚାଲିଯିବ ଆମେରିକା ଚାକିରୀ? ମିଳିବନି ଗ୍ରୀନ୍ କାର୍ଡ! TCS, Infosys, Wipro କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ବଢ଼ିଲା ଚିନ୍ତା
- IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ, ଚାରି ଯବାନ ଗୁରୁତର
- ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଅଭିନେତା ନାନା ପାଟେକର
- ଦଶହରାରେ ଲଘୁଚାପ ଆଶଙ୍କା: ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଛାତ୍ର ସଂସଦ ନିର୍ବାଚନ କାଉଣ୍ଟଡାଉନ, ଆଜି ଦାଖଲ ହେବ ପ୍ରାର୍ଥିପତ୍ର
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ

Comments are closed.