Latest Odisha News

BREAKING NEWS

Browsing Tag

water crisis

ପାକିସ୍ତାନରେ ବିଜୁଳି, ପେଟ୍ରୋଲ ଓ ଚିନି ସମସ୍ୟା ପରେ ଏବେ ପାଣି ପାଇଁ ହାହାକାର

ନୂଆଦିଲ୍ଲୀ: ସାରା ବିଶ୍ବରେ ଚନ୍ଦ୍ରାଯାନ୍-୩, ଆଦିତ୍ୟ ଏଲ୍-୧, ଜି-୨୦ ସମ୍ମିଳନୀ ଓ ଗଦର-୨ ସିନେମା ଆଦି ଭାରତର ସଫଳତା ଓ ଉପଲବ୍ଦ୍ଧିକୁ ନେଇ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତରେ ମଧ୍ୟ ୨୦୨୪ ନିର୍ବାଚନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। କିନ୍ତୁ ଆମ ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଚର୍ଚ୍ଚାର…

ଫେଲ୍‌ ମାରିଛି ବସୁଧା ଯୋଜନା, ସାହାରା ସାଜିଛି ନଦୀ ପାଣି

ନୂଆପଡ଼ା : ଦିନକୁ ଦିନ  ବଢ଼ିଲାଣି ତାତି । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । ହେଲେ ଏଥିପ୍ରତି ପ୍ରଶାସନର ନାହିଁ ନିଘା । ଗାଁ ରେ ଅଚଳ ହୋଇ ପଡ଼ି ରହିଛି ନଳକୂପ  । ଫେଲ ମାରିଛି ବସୁଧା ଯୋଜନା । ସାହାରା ସାଜିଛି ନଦୀ ପାଣି । ଜମି ହୁଡ଼ା, ତତଲା ବାଲି ଦେଇ ଗଲେ ନଦୀରୁ ମିଳୁଛି ପାଣି । ଏ…

୭୦୦ ଲୋକଙ୍କୁ ଗୋଟିଏ ନଳକୂପ, ଅଚଳକୁ ସଜାଡ଼ୁନି ପ୍ରଶାସନ

ଜୟପୁର: ଖରା ଆରମ୍ଭ ହେଲାଣି ହେଲେ ପ୍ରଶାସନର ନିଘା ନାହିଁ । ମାସ ମାସ ଧରି ନଳକୂପ ଅଚଳ ହୋଇ ପଡ଼ିଥିଲେ ବି ମରାମତି ହେଉନି । ଫଳରେ ଲୋକେ କିଲୋ କିଲୋ ମିଟର ଚାଲି ଚାଲି ଯାଇ କୂଅ ଓ ପୋଖରି ପାଣି ପିଉଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଇଛି ଜଳକଷ୍ଟ ।…

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ…

ବିଷମକଟକ ଡାଙ୍ଗରପୋଡା ଗାଁରେ ସ୍ୱଚ୍ଛ ପାନୀୟ ଜଳ ଭେଳିକି

ଗୁଣୁପୁର: ଗାଁ ଗହଳୀରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ନେଇ ବାହାବା ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଙ୍ଗରପୋଡା ଗାଁରେ କିନ୍ତୁ ସାମ୍ନାକୁ ଆସିଛି କିଛି ଭିନ୍ନ ଚିତ୍ର । ଡାଙ୍ଗରପୋଡା ଗାଁରେ ରହୁଥିବା ଆଦିମ ଆଦିବାସୀଙ୍କ ପାଇଁ…