Latest Odisha News

BREAKING NEWS

Browsing Tag

State Government

ଶିକ୍ଷକଙ୍କୁ ଏତେ ଡର କାହିଁକି ?

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ଭୁବନେଶ୍ୱର ମନା। ବିଭିନ୍ନ ଦାବି ନେଇ ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଅନୁମତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିକ୍ଷକଙ୍କ କଣ୍ଠରୋଧ ବୋଲି…

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ…

କରୋନାକୁ ନେଇ କେନ୍ଦ୍ରର ଚେତାବନୀ; ସଂକଟ ବଢ଼ାଇବ ଆତ୍ମସନ୍ତୋଷ

ନୂଆଦିଲ୍ଲୀ: କରୋନା କମୁଛି ହେଲେ ହଟିନାହିଁ। ତେଣୁ ଆତ୍ମହରା ହୋଇ ନିୟନ୍ତ୍ରଣ ହରାଇଲେ ସଂକଟ ବଢ଼ିବ ବୋଲି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚେତାବନୀ ଦେଇଛନ୍ତି। କୋଭିଡ୍ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର…

ଲେବାନନ ବିସ୍ଫୋରଣ ପରେ ଆଗୁଆ ସଜାଗ ହେଲେ ସରକାର, ସବୁ ଫ୍ୟାକ୍ଟ୍ରିର ମାଗିଲେ ତଥ୍ୟ

ଭୁବନେଶ୍ୱର: ଲେବାନନର ଭୟଙ୍କର ବିସ୍ଫୋରଣ ଘଟଣା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସବୁ ଫ୍ୟାକ୍ଟ୍ରିକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଏଣ୍ଡ ବଏଲର ନିର୍ଦ୍ଦେଶକ । ଫ୍ୟାକ୍ଟ୍ରିରେ ନିରାପତ୍ତା ଓ ସୁରକ୍ଷା ପାଇଁ ପଦ କ୍ଷେପ ନେବାକୁ ନେବାକୁ ଏଥିରେ କୁହାଯାଇଛି । ଫ୍ୟାକ୍ଟିରେ ବିସ୍ଫୋରକ…

ପୁରୀ ରଥଯାତ୍ରା ପ୍ରସଙ୍ଗ: ସରକାରଙ୍କ ନିରବତାକୁ ନେଇ ପୁଣି ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ଆସନ୍ତା ଜୁନ ୨୩ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରା ପୁରୀରେ ଆୟୋଜିତ ହେବ କି ନ’ହେବ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ବିଜେପି ଗୁରବାର ଦିନ ୨ଥର ଲାଗି ପ୍ରଶ୍ନ ଉଠାଇଛି । ଗଣମାଧ୍ୟମ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର…

କେନ୍ଦ୍ର ଓ ରାଜ୍ୟରେ ଚାଲିଛି ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର: ନିରଞ୍ଜନ

ଭୁବନେଶ୍ୱର: ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଚାଲିଛି ‘ଥ୍ରୀ-ପି’ ଅର୍ଥାତ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରଚାରଣାର ସରକାର । କଂଗ୍ରେସ ପକ୍ଷରୁ ଅଜି ସ୍ପିକ୍‌-ଅପ୍‌-ଇଣ୍ଡିଆ ଆରମ୍ଭ ଅବସରରେ ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କରୋନା ସମୟରେ ଉଭୟ ବିଜେପି ଓ…

ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ବଢିଲା ଅଡୁଆ, ବିଦେଶ ଯାତ୍ରାରେ ଲାଗିବ କଟକଣା

ରାଜ୍ୟର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କ ବିଦେଶ ଯାତ୍ରାରେ ଏବେ କଟକଣା ଲାଗିବାକୁ ଯାଉଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ସମସ୍ତ ରାଜ୍ୟ ସରକାର ତଥା କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳଙ୍କ ନିକଟକୁ ଏକ ପଠାଯାଇଛି । ଉକ୍ତ ପ୍ରସ୍ତାବ ଅନୁଯାୟୀ ସମସ୍ତ ବିଧାୟକ…