ବାସେଲ୍ (ସ୍ୱିଜରଲ୍ୟାଣ୍ଡ): ଭାରତୀୟ ବ୍ୟାଡ଼ମିଣ୍ଟନ ତାରକା ପି ଭି ସିନ୍ଧୁ ପ୍ରଥମ ମହିଳା ଭାବେ ବିଶ୍ୱ ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପ ଫାଇନାଲ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତ ତିନିଟି ବିଡ଼ବ୍ଲ୍ୟୁଏଫ ଫାଇନାଲରେ କ୍ରମାଗତ ଭାବେ ପ୍ରବେଶ କରିଥିଲେ ସିନ୍ଧୁ ।
ଏସିୟାନ ସିଲଭର୍ ମେଡ଼ାଲିଷ୍ଟ ସିନ୍ଧୁ ଫାଇନାଲ ମ୍ୟାଚରେ ଜାପାନର ନୋଜାମି ଓକୁହାରାଙ୍କୁ ସିଧାସଳଖ ୨୧-୭ ଓ ୨୧-୭ ସେଟରେ ପରାସ୍ତ କରିଛନ୍ତି ।
? PV SINDHU WINS GOLD! ?
She becomes the first-ever Indian to bag the gold medal at the #BWFWorldChampionships after defeating Japan’s Nozomi Okuhara in straight sets by 21-7, 21-7. pic.twitter.com/Tfj18WLHyt
— Express Sports (@IExpressSports) August 25, 2019
Comments are closed.