ପୁରୀ: ଆସନ୍ତାକାଲି ୭୭ତମ ସ୍ୱାଧୀନତା ଦିବସ ପାଳିବ ସାରା ଭାରତ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରି ଭାରତବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ବାଲୁକାକଳାରେ ଛାତ୍ରଛାତ୍ରୀ ମାନେ ଭାରତ ଜାତୀୟ ପତାକା ସମେତ ଐତିହ କୀର୍ତ୍ତିରାଜି ଓ କଳା ସଂସ୍କୃତିକୁ ସ୍ଥାନିତ କରିଥିବା ବେଳେ ଚନ୍ଦ୍ରାୟନ ୩ର ସଫଳ ଯାତ୍ରାକୁ ସ୍ଥାନ ଦିଆଯାଇଛି। ଏହି ଆକର୍ଷଣୀୟ ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
BREAKING NEWS
- Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୫ ମାଓବାଦୀ ନିହତ;ଜଣେ ଯବାନ ସହିଦ, ଆଉ ଜଣେ ଆହତ
- ଚର୍ଚ୍ଚାରେ ବେଲଜିୟମର କୁନି ଆଇନଷ୍ଟେଇନ
- ସକାଳୁ ଉଷୁମ ପାଣି ସହ ଘିଅ ପିଅନ୍ତୁ, ୧୫ ଦିନରେ ଦୂର ହେବ ଏହି ସମସ୍ୟା…
- ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ
- Bomb threat emails: ଏହି ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ସଜାଗ
- CHSE +2exam: +୨ ପରୀକ୍ଷା ପାଇଁ ତାରିଖ ଘୋଷଣା; ଫେବୃୟାରୀ୧୮ରୁ ଥିଓରି, ପ୍ରାକ୍ଟିକାଲ ଜାନୁଆରୀ…
- ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ
- ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ
- ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ..
- କୋହଲି ଖେଳିବେ ବିଜୟ ହଜାରେ ଟ୍ରଫି
Comments are closed.