ଭୁବନେଶ୍ୱର: ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସମେତ ବିଭିନ୍ନ ସରକାରୀ ବିଭାଗ ଲାଗି ସମୁଦାୟ ୧୧ ଜଣ ବିଜେଡ଼ି ନେତାଙ୍କୁ ସଚିବ ତଥା ପ୍ରମୁଖ ସଚିବ ସ୍ତରୀୟ ପାହ୍ୟା ପ୍ରଦାନ କରିଛନ୍ତି । ଏହି ସମସ୍ତ ନେତାମାନେ ବିଭିନ୍ନ ସରକାରୀ ବିଭାଗ ଗୁଡ଼ିକରେ ଉପଦେଷ୍ଟା ଭାବେ ଦାୟିତ୍ୱ ଅର୍ପଣ କରିଛନ୍ତି ନବୀନ ।
ରାଷ୍ଟ୍ରମନ୍ତ୍ରୀ ପାହ୍ୟା
୧ – ଲୋପାମୁଦ୍ରା ବକ୍ସିପାତ୍ର, ଉପଦେଷ୍ଟା, ମିଶନ ଶକ୍ତି
୨ – ସୁଧୀର ଦାସ, ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
୩ – ମୁଜିବୁଲ୍ଲା ଖାନ, ଉପଦେଷ୍ଟା, ଏସଟି ଓ ଏସସି ବିକାଶ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ
୪ – ଅନୁଭବ ପଟ୍ଟନାୟକ, ଉପଦେଷ୍ଟା, ଇଟି ଏଣ୍ଡ ଆଇଟି
୫ – କୃତିବାସ ପାତ୍ର, ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ
୬ – ରାମଚନ୍ଦ୍ର ପଣ୍ଡା, ଉପଦେଷ୍ଟା, ଓଏସଏଏମବି
ମୁଖ୍ୟ ସଚିବ ପାହ୍ୟା
୧ – ସୁଜିତ କୁମାର
ପ୍ରମୁଖ ସଚିବ ପାହ୍ୟା
୧ – ଉତ୍କଳ କେଶରୀ ପରିଡ଼ା, ଉପଦେଷ୍ଟା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
୨ – ଦେବାଶୀଷ ମଲ୍ଲିକ, ଉପଦେଷ୍ଟା, ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ
୩ – ସୁଲତା ଦେଓ, ଉପଦେଷ୍ଟା, ମହିଳା ଓ ସିଡ଼ି ବିଭାଗ
୪ – ଜନ୍ମେଜୟ ଲେଙ୍କା, ଉପଦେଷ୍ଟା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ
Comments are closed.