ସୋନପୁର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମା’ଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁ ମନଙ୍କୁ ଦର୍ଶନ ଦେଉଛନ୍ତି । ଭୋର ସକାଳୁ ସକାଳୁ ଭକ୍ତଙ୍କ ବେଶ ଭିଡ ଦେଖିବାକୁ ମିଳୁଛି ଏହି ପିଠରେ । ଗତକାଲି ମା’ ବଗଲାମୁଖି ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ମା’ ସୁରେଶ୍ୱରୀ ଜୟ ଦୁର୍ଗା ବେଶ ଧାରଣ କରିଛନ୍ତି । ଏହି ପିଠର ଚାଲିଥିବା ଚଣ୍ଡୀପାଠ ଓ ଯଜ୍ଞର ମନ୍ତ୍ର ଧ୍ୱନିରେ ସାରା ପରିବେଶ ଏକ ଆଧ୍ୟାତ୍ମିକ ପରିବେଶରେ ରୂପାନ୍ତରିତ ହୋଇଯାଇଛି ।ବିଶ୍ୱାସ ରହିଛି ଆଜିର ଦିନରେ ମା’ଙ୍କ ଜୟ ଦୁର୍ଗା ବେଶ ଦର୍ଶନ କଲେ ସମସ୍ତ ଦୁଖ କଷ୍ଟ ଲାଘବ ହୋଇଯାଏ l
BREAKING NEWS
- ଅବସର ନେବେ ମୋଦୀ, ବିଦା ହେବେ ଯୋଗୀ, ପ୍ରଧାନମନ୍ତ୍ରୀ ହେବେ ଅମିତ ଶାହା: ଜେଲରୁ ବାହାରି ଭବିଷ୍ୟବାଣୀ କଲେ କେଜ୍ରିୱାଲ
- `ଅବ୍ କି ବାର୍ ୪୦୦ ପାର୍’
- ‘ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି’
- ମୋଦିଙ୍କ ମାରାଥନ ପ୍ରଚାର: କହିଲେ ନବୀନ ବାବୁ ବିନା କାଗଜରେ କଣ୍ଟାବାଂଜିର ୧୦ଟି ଗାଁ ନାଁ କହିପାରିବେନି
- ବିଜେଡିରେ ଯୋଗଦେଲେ ଅଭିନେତା ରୁଦ୍ର ଶ୍ୟାମ ପାଣିଗ୍ରାହୀ
- ନବୀନଙ୍କୁ ନିଶାନା କଲେ ମୋଦି: କହିଲେ ମୁଖ୍ୟମନ୍ତ୍ରୀ ନିଜ ଓଡ଼ିଶାର ଜିଲ୍ଲା ନାଁ ଜାଣି ନାହାଁନ୍ତି
- ବ୍ରିଜ ଭୂଷଣଙ୍କୁ ଦଳରୁ ବହିଷ୍କାର କରୁ ବିଜେପି, ତାଙ୍କ ପୁଅର ଟିକେଟ୍ ମଧ୍ୟ କାଟିବା ଉଚିତ୍: ଜୟରାମ ରମେଶ
- ବିଜେପିରୁ ବିତାଡିତ ହେଲେ ୭ ନେତା
- ୧୫ ସେକେଣ୍ଡ ବିବାଦ: ନବନୀତ ରାଣା କହିଲେ, ମୁଁ ହାଇଦ୍ରାବାଦ ଆସୁଛି..
- ବିଜେଡ଼ିର ବଡ଼ ଘୋଷଣା: ଜୁନ ୯ରୁ ଓଡ଼ିଶାକୁ ମିଳିବ ମାଗଣା ବିଜୁଳି