ଯାଜପୁର: ଯାଜପୁର ଟାଉନ ତ୍ରିମୂର୍ତ୍ତୀ ସିନେମା ହଲ ନିକଟସ୍ଥ ଏସବିଆଇ ଏଟିଏମରୁ ୨୫ ଲକ୍ଷ ଲୁଟ । କିଛି ଦୁର୍ବୁତ୍ତ ସୋମବାର ଦିନ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟ ଲୋକ ଟଙ୍କା ଉଠାଇବାକୁ ଏଟିଏମକୁ ଯିବା ପରେ ଏହା ଭଙ୍ଗାଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.