ଭୁବନେଶ୍ବର: ନିର୍ବାଚନ ପାଇଁ ପୁଣି ଓଡିଶା ଗସ୍ତରେ ବିଜେପିର ହେଭିଓ୍ବେଟ ନେତା । ଓଡିଶାରେ ପୁଣି ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ କେନ୍ଦ୍ରୀୟ ନେତା । ଏଥି ନିମନ୍ତେ ଆସନ୍ତା ୧୫ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ସୋରଡ଼ାରେ ଜନସଭାକୁ ଉଦ୍ବୋଧନ ଦେବେ ଅମିତ୍ ଶାହ । ଏହା ପରେ ମେ’ ୧୭ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ । ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରି ବିରାଟ ଜନସଭାକୁ ସମ୍ବୋଧିତ କରିବେ । ଏହା ପରେ ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ପୁରୀରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହିତ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରି ଭୋଟ ଅପିଲ୍ କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର
BREAKING NEWS
- ଓଡ଼ିଶାରେ ୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୫୦,୫୧୭ ନିଯୁକ୍ତି ସୃଷ୍ଟି ସମ୍ଭାବନା
- ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓ ଡମ୍ପ୍ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
- ଗିଲ, ଈଶାନଙ୍କ ଶତକ: ଆଫଗାନିସ୍ତାନକୁ ହରାଇ ସିରିଜ ହାତେଇଲା ଭାରତ
- ଓଡ଼ିଶାରେ ଲାଗୁ ହେଲା ଭିବି-ଜି-ରାମଜି, ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି
- ଅକ୍ଷିତାରାଜଙ୍କୁ ଏହି ଦିନ ବିବାହ କରିବେ ଆକାଶଦୀପ
- ଜି-୭ ସମ୍ମିଳନୀ: ଟ୍ରମ୍ପଙ୍କ ସାମ୍ନାରେ ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା ବ୍ୟକ୍ତ କଲେ ମୋଦି; ଇରାନ ଶାନ୍ତି ଚୁକ୍ତିରେ ପ୍ରାଥମିକତା ଦେବାକୁ ଦାବି
- ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ସମୟ ଅଭାବରୁ ତ୍ରୁଟି ହୋଇଥିବା ସ୍ୱୀକାର କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
- ମୋଦିଙ୍କୁ ଟ୍ରମ୍ପଙ୍କ ଜବରଦସ୍ତ ପ୍ରଶଂସା: ‘ସେ ବେଶ୍ ଶାନ୍ତ, ଧୀରସ୍ଥିର କିନ୍ତୁ ନିଷ୍ପତ୍ତି ନେବାରେ ସିଦ୍ଧହସ୍ତ ଶିକାରି’
- ୟୁନିଟ୍-୧ ହାଟରେ ଅଗ୍ନିକାଣ୍ଡ ରୋକିବାକୁ ମେଗା ପ୍ଲାନ;ନିର୍ମାଣ ହେବ ୱାଟର ସ୍ପ୍ରିଙ୍କଲର ସିଷ୍ଟମ
- ପ୍ରବଳ ଖରା ଯୋଗୁଁ ସକାଳୁଆ ସ୍କୁଲ, ବିଭିନ୍ନ ଜିଲ୍ଲାରେ ନିଆଯାଇଛି ଭିନ୍ନ ନିଷ୍ପତ୍ତି

Comments are closed.