Latest Odisha News

ପଦ୍ମପୁର ବିଧାନସଭାରେ ବିଜେଡି ବିଜୟୀ

ପଦ୍ମପୁର: ପଦ୍ମପୁରରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୧୦୯୯୩ ଭୋଟରେ ବିରୋଧି ଦଳର ପ୍ରାର୍ଥୀଙ୍କୁ ହରାଇଛନ୍ତି ବର୍ଷା । ମୋଟ ୯୧୯୯୫ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ବର୍ଷା ।

ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ରାଜନୀତିକୁ ଓହ୍ଲାଇଥିଲେ ବର୍ଷା । ୨୦୨୨ରେ ପଦ୍ମପୁର ଉପ ନିର୍ବାଚନରେ ୧,୧୫,୫୧୨ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ ବର୍ଷା । ଏହାପରେ ବିଜେଡି ପୁଣିଥରେ ଭରଷା କରି ବର୍ଷାଙ୍କୁ ଟିକେଟ ଦେଇଥିଲା । ଏଥର ମଧ୍ୟ ଦଳର ଭରଷାକୁ ବଜାୟ ରଖି ବିଜୟ ଲାଭ କରିଛନ୍ତି ବର୍ଷା ସିଂ ବରିହା ।

Comments are closed.