Latest Odisha News

ବଡମ୍ବାରେ ହାରିଲେ ଦେବି ମିଶ୍ର, ଜିତେଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା

ବଡମ୍ବା: ବଡମ୍ବାରେ ବିଜେଡିର ପରାଜୟ । ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ଠାରୁ ପରାସ୍ତ ହେଲେ ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର । ୨୩ ହଜାର ୪୭୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର ।

ତେବେ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା ବେଳେ ଦେବୀ ମିଶ୍ର ୬୨ ହଜାର ୫୩୯ ଖଣ୍ଡ ଭୋଟ୍ ପାଇଛନ୍ତି ।

ସୂଚନାଯୋଗ୍ୟ, ୨୦୦୦ ମସିହାରୁ ୨୦୨୪ ଯାଏଁ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିଲେ ଦେବି ମିଶ୍ର କିନ୍ତୁ ଏଥର ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା ଅହେତୁକ ଭାବେ ବଡମ୍ବାରେ ବାଜି ମାରିନେଇଛନ୍ତି ।

Comments are closed.