ମୁମ୍ବାଇ: ବଜାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଛନ୍ତି । ଆଜି ସକାଳୁ ସକାଳୁ ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୦ ହଜାର ମାର୍କ ଅତିକ୍ରମ କରି। ନିଫ୍ଟି ଆଜି ୨୪ ହଜାର ପଏଣ୍ଟ ଅତିକ୍ରମ କରିଛି । ସେହିପରି ସେନ୍ସେକ୍ସ ୮୦,୦୩୯.୨୨ ପଏଣ୍ଟର ଏକ ନୂତନ ଶିଖରକୁ ଛୁଇଁଥିଲା । ନିଫ୍ଟି ୨୪,୨୯୧.୭୫ ପଏଣ୍ଟର ଏକ ନୂତନ ଶିଖରକୁ ସ୍ପର୍ଶ କରିଥିଲା । ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ୍ ୧.୭୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିଲା। ତେବେ ବଜେଟ୍ ୨୦୨୪ ପୂର୍ବରୁ ଷ୍ଟକ୍ ମାର୍କେଟ୍ ନୂତନ ଶିଖରରେ ପହଞ୍ଚିଛି ।
BREAKING NEWS
- ପ୍ରଥମ ଟି୨୦ରେ ବାଂଲାଦେଶକୁ ସହଜରେ ହରାଇଲା ଟିମ ଇଣ୍ଡିଆ
- କଟକରେ ଅଟୋ ଚାଳକଙ୍କ ବେକ କାଟିଲେ ମଦ୍ୟପ
- ରାଉରକେଲାରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ
- ଲଦାଖର ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍
- ସନ୍ଦୀପ ଘୋଷଙ୍କ ଅନୁଗତଙ୍କ ବିରୋଧରେ ସଂଗୀନ ଅଭିଯୋଗ, ଆର.ଜି କରରୁ ୧୦ ବିଦା
- ଇସ୍ରାଏଲ ଉପରେ ହମାସ ଆକ୍ରମଣର ବର୍ଷେ ପୂରିଲା
- ଜଳିଗଲା ଟ୍ରକ୍-କଣ୍ଟେନର, ଚାଳକ ଜୀବନ୍ତ ଦଗ୍ଧ
- ଲକ୍ଷ୍ମୀ ବସକୁ ବିରୋଧ କରି ବନ୍ଦ ଡାକରା ପ୍ରସଙ୍ଗ: ବସ୍ ମାଲିକଙ୍କୁ ଆଲୋଚନା ପାଇଁ ଡାକିଲେ ପରିବହନ ମନ୍ତ୍ରୀ
- ସୋସିଆଲ ମିଡିଆ ଭ୍ୟୁଜ ପାଇଁ ଖାଇଲେ ରୁଟି ସହ ଗୋବର
- ଗୋଟିଏ ମୋବାଇଲ୍ ନୋଟିଫିକେସନ୍ ଆପଣଙ୍କ ଭବିଷ୍ୟତକୁ କରିପାରେ ନଷ୍ଟ, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ
Comments are closed.