Latest Odisha News

ଦିଲୀପ ଟ୍ରଫି ପାଇଁ ଘୋଷଣା ହେଲା ଦଳ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫିର ଆଗାମୀ ସଂସ୍କରଣ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦଳ ଘୋଷଣା କରିଛି । ସେପ୍ଟମ୍ବର ୫ରୁ ଏହା ଆରମ୍ଭ ହେବ । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ ନାହିଁ । ଶୁଭମନ ଗିଲ, ଅଭିମନ୍ୟୁ ଈଶ୍ୱର, ରିତୁରାଜ ଗାଏକ୍ୱାଡ ଓ ଶ୍ରେୟାଶ ଆୟାରଙ୍କୁ ସୁଯୋଗ ପ୍ରଦାନ କରାଯାଇଛି ।
ଟିମ ଏ: ଶୁଭମନ ଗିଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରିୟାନ ପରାଗ, ଧ୍ରୁବ ଜୁରେଲ, କେଏଲ ରାହୁଲ, ତିଳକ ବର୍ମା, ଶିବମ ଦୁବେ, ତନୁଶ କୋଟିୟାନ, କୂଲଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ଖଲୀଲ ଅହମ୍ମଦ, ଆଭେଶ ଖାଁ, ବିଦ୍ୱଥ କୋୱେରପ୍ପା, କୁମାର କୁଶାଗ୍ରେ ଓ ଶାସ୍ୱତ ରାୱତ ।

ଟିମ ବି: ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ଯଶସ୍ୱୀ ଜୈସୱାଲ, ସର୍ଫରାଜ ଖାଁ, ରିଷଭ ପନ୍ତ, ମୁଶୀର ଖାଁ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ୟଶ ଦୟାଲ, ମୁକେଶ କୁମାର, ରାହୁଲ ଚହର, ସାଇ କିଶୋର, ମୋହିତ ଅୱସ୍ଥୀ, ଏନ.ଜଗଦୀଶନ ।
ଟିମ ସି: ରିତୁରାଜ ଗାଏକ୍ୱାଡ(ଅଧିନାୟକ), ସାଈ ସୁଦର୍ଶନ, ରଜତ ପାଟୀଦାର, ଅଭିଷେକ ପୋରେଲ, ସୂର୍ଯ୍ୟକୁମାର ଯାଦବ, ବି ଇନ୍ଦ୍ରଜିତ, ରିତିକ ଶୌକୀନ, ମାନବ ସୁଥାର, ଉମରାନ ମଲିକ, ବିଶାକ ବିଜୟକୁମାର, ଅଂଶୁଳ ଖମ୍ବୋଜ, ହିମାଂଶୁ ଚୌହ୍ୱାନ, ମୟଙ୍କ ମାର୍କଣ୍ଡ, ଆର୍ଯ୍ୟନ ଜୁୟାଲ, ସନ୍ଦୀପ ୱାରିୟର ।
ଟିମ ଡି: ଶ୍ରେୟାଶ ଆୟାର(ଅଧିନାୟକ), ଅର୍ଥବ ତାୟଡେ, ୟଶ ଦୁବେ, ଦେବୀଦତ ପାଡିକଲ, ଈଶାନ କିଶାନ, ରିକି ଭୂଈ, ସାଂରାଶ ଜୈନ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ତୁଷାର ଦେଶପାଣ୍ଡେ, ଆକାଶ ସେନଗୁପ୍ତା, କେଏସ ଭରତ ଓ ସୌରଭ କୁମାର ।

Comments are closed.