Latest Odisha News

୫ ବର୍ଷରେ ଉତ୍ତୋଳନ ହେଇଛି ୧୭୫ କେଜି ରତ୍ନପଥର

ଭୁବନେଶ୍ବର: ଓଡିଶା ମାଟିରୁ ଉତ୍ତୋଳନ ହେଇଛି ୧୫୭ କିଲୋଗ୍ରାମ ରତ୍ନପଥର । ଗତ ୫ ବର୍ଷରେ ୧୫୭ କେଜି ରତ୍ନପଥର ଉତ୍ତୋଳନ ହୋଇଛି । ରାଜ୍ୟରେ ୩ଟି ରତ୍ନପଥର ଖଣି କାର୍ଯ୍ୟକ୍ଷମ ରହିଛି ସେଥିରୁ ଖଣି ଉତ୍ତୋଳନ ହେଉଛି । ୮ଟି ରତ୍ନପଥର ଖଣି ସ୍ଥାନ ଉତ୍ତୋଳନ ଅନୁମତି ନଥିବାରୁ ସେଠାରୁ ଖଣି ଖନନ କରାଯାଇନାହିଁ । ଆଜି ଗୃହରେ କଳିକେଶ ସିଂ ଦେଓଙ୍କ ପ୍ରଶ୍ନରେ କିଛି ଏମିତି ଉତ୍ତର ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।

Comments are closed.