Latest Odisha News

ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ଦାବି

ଭୁବନେଶ୍ୱର: ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ। ସ୍ୱର ମିଳାଇଲେ କଂଗ୍ରେସ ଓ ବିଜେଡି।

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଆଜି ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଦାବି ରଖିଥିଲେ ବିଧାୟକ। ଏଥିପାଇଁ ବିଧାୟକ ତାରା ବାହିନୀ ପତି, ସନାତନ ବିଜୁଳି ଓ ପୂର୍ଣ୍ଣ ସେଠୀ ଦାବି ଉଠାଇଥିଲେ।

Comments are closed.