Latest Odisha News

BREAKING NEWS

୮ ତାରିଖରେ ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ, ଆରମ୍ଭ ହେବ କିଶାନ ଯୋଜନା

ଭୁବନେଶ୍ଵର: ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁଭାରମ୍ଭ କରିବେ କିଶାନ ଯୋଜନା।

ଏଥିପାଇଁ ଆସନ୍ତା ୮ ତାରିଖରେ ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ । ସେହିଦିନ ସିଏମ୍ କିଶାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହାପରେ ମାଆ ସମଲେଇଙ୍କ ଦର୍ଶନ କରି ୯ ତାରିଖରେ ଭୁବନେଶ୍ଵର ଫେରିବେ ମୁଖ୍ୟମନ୍ତ୍ରୀ।

Comments are closed.