Latest Odisha News

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଗୁରୁବାର ଓ ଶୁକ୍ରବାର (ନଭେମ୍ବର ୨୮ ଓ ୨୯) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୨୮.୧୧.୨୦୧୯)

ଭୁବନେଶ୍ୱର

ମେଘଦୂତ ରୋଡ୍ (ସହୀଦ ନଗର), ୟୁନିଟ୍-୪, ସୁନ୍ଦରପଦା, ହାଇ-ଟେକ୍ ଛକ, ଧଉଳି ଓ ନୟାପଲ୍ଲୀ (ସକାଳ ୮ଟାରୁ ଦିନ ୧୨ଟା ଯାଏଁ)

କଟକ

ଶିଖରପୁର (ସକାଳ ୧୦ଟାରୁ ଦିନ ୧ଟା ଯାଏଁ)
ନିଆଳି (ସକାଳ ୮ଟାରୁ ୧୨ଟା ଯାଏଁ)

ଢେଙ୍କାନାଳ

ଭାପୁର (ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ)

ଅନୁଗୁଳ

ବନ୍ତଳା, କୋସଲା (ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ)

ପୁରୀ

ବଡକଣା ଓ ପାଟସୁନ୍ଦରପୁର (ଅପରାହ୍ନ ୩ଟା ୩୦ମି. ରୁ ୪ଟା ୩୦ମି. ଯାଏଁ)

ସେହିପରି ଭୁବନେଶ୍ୱର, କଟକ, ପୁରୀ ଓ ଢେଙ୍କାନାଳର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୨୯.୧୧.୨୦୧୯)

ଭୁବନେଶ୍ୱର

ବାଣୀବିହାର ଷ୍ଟେସନ୍, ମହର୍ଷି କଲେଜ ଅଞ୍ଚଳ, ନୟାପଲ୍ଲୀ (ସକାଳ ୮ଟାରୁ ଦିନ ୧୧ ଯାଏଁ)

କଟକ

ନିଆଳି, ବାଲିକୁଦ (ସକାଳ ୮ଟାରୁ ଦିନ ୨ଟା ଯାଏଁ)

ଆଠଗଡ, ତିଗିରିଆ (ସକାଳ ୮ଟାରୁ ଦିନ ୧୨ଟା ଯାଏଁ)

ସାଲେପୁର, ନିଶ୍ଚିନ୍ତକୋଇଲି, ଓରିକଣ୍ଟା, ମହାଙ୍ଗା (ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ)

ପୁରୀ
ନୟାହାଟ (ଦିନ ୩ଟା ୩୦ମି.ରୁ ୪ଟା ୩୦ମି. ଯାଏଁ)

ଢେଙ୍କାନାଳ

ହିନ୍ଦୋଳ ରୋଡ୍, ଢେଙ୍କାନାଳ, ଗଣ୍ଡିଆ, ଯୋରନ୍ଦା ଓ ନିଆଳପ୍ରସାଦ (ସକାଳ ୮ଟାରୁ ଦିନ ୨ଟା ଯାଏଁ)

କାମାକ୍ଷାନଗର, ଭୁବନ, କଙ୍କଡାହାଡ ଓ ମଠକାରଗୋଲା (ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ)

Comments are closed.