Latest Odisha News

BREAKING NEWS

ବିଶ୍ଵ ଯକ୍ଷ୍ମା ଦିବସରେବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର: ବିଶ୍ଵ ଯକ୍ଷ୍ମା ଦିବସରେବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଯକ୍ଷ୍ମା ରୋଗ ଦିବସରେ, ଆମେ ଟିବି-ମୁକ୍ତ ଓଡିଶା ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଉଛୁ ।

ଆସନ୍ତୁ, ଆମେ ସମସ୍ତେ ମିଶି ସଚେତନତା ବଢାଇବା, ଅପବାଦକୁ ସମାପ୍ତ କରିବା ଏବଂ ସମସ୍ତଙ୍କ ପାଇଁ ସମୟୋପଯୋଗୀ ଚିକିତ୍ସା ସୁନିଶ୍ଚିତ କରିବା।

Leave A Reply

Your email address will not be published.