Latest Odisha News

BREAKING NEWS

ସେସୁ ପରେ ଆକ୍ସନ ମୋଡ଼ରେ ନେସ୍କୋ: ବକେୟା ଟଙ୍କା ଦେଇନଥିବା ଉପଭୋକ୍ତାଙ୍କ କଟିବ ବିଜୁଳି

ବାଲେଶ୍ଵର: ବକେୟା ବିଜୁଳି ଦେୟ ଆଦାୟ କରିବାକୁ ସେସୁର ବାଟ ଆପଣାଇଛି ନେସ୍କୋ ।

ନେସ୍କୋ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୫ ହଜାର କୋଟି ଟଙ୍କା ବକି ପଡିଛି ।

ବକେୟା ବିଜୁଳି ଦେୟ ପୈଠ ନକରିଥିବା ଉପଭୋକ୍ତାଙ୍କର ଫେବୃଆରୀ ୧୮ ତାରିଖରୁ ବିଜୁଳି କାଟିବାକୁ ଡେଡ଼ଲାଇନ ସ୍ଥିର କରିଛି ନେସ୍କୋ ।

Leave A Reply

Your email address will not be published.