Latest Odisha News

BREAKING NEWS

ଯଶସ୍ୱୀ ମ୍ୟାନ ଅଫ ଦି ସିରିଜ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ୭ମ ଦେଶ ଭାବେ ଟାଇଟଲ ହାସଲ କରିଛି । ଏହାର ଅନ୍ତର୍ଜାତୀୟ ଫର୍ମାଟରେ ବାଂଲାଦେଶର ଐତିହାସିକ ସଫଳତା । ଭାରତ ଏହି ବିଶ୍ୱକପରେ ପୂର୍ବରୁ ୪ଥର ଚାମ୍ପିୟନ ହୋଇଛି ।

ଯଶସ୍ୱୀ ଜୈସୱାଲ ମ୍ୟାନ ଅଫ ଦି ସିରିଜ । ସେ ଟୁର୍ନାମେଂଟରେ ୫୯, ୨୯ଞ୍ଚ, ୫୭ଞ୍ଚ,୬୨, ୧୦୫ଞ୍ଚ ଓ ୮୮ ରନ କରିଥିଲେ । ବାଂଲାଦେଶର ଆକବର ଅଲୀ ମ୍ୟାନ ଅଫ ଦି ଫାଇନାଲ ବିବେଚିତ ହୋଇଥିଲେ । ଭାରତର ୫ମ ଟାଇଟଲ ଆଶା ଧୂଳିସାତ୍ ।

Leave A Reply

Your email address will not be published.