Latest Odisha News

BREAKING NEWS

ବିଜେପିର ହ୍ୱିପ ଜାରୀ : ୧୧ ଫେବୃୟାରୀ କିଛି ବଡ ନିଷ୍ପତି ନିଆଯାଇପାରେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ୧୧ ଫେବୃୟାରୀରେ କିଛି ବଡ ନିଷ୍ପତି ନେବାକୁ ଯାଉଛି । ଏହାର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟସଭାରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରିଛି ।

କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାକୁ ଥିବାରୁ ଏହି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି । ସମସ୍ତ ବିଜେପି ବିଧାୟକ ଉପସ୍ଥିତ ରହିଲେ ବିଲ୍ ପାସ ହେବାରେ ସହାୟ ହେବ ।

Leave A Reply

Your email address will not be published.