ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ମଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି । କିଛି ଆସନର ଫଳାଫଳ ଆସିଥିବା ବେଳେ ଆପ୍ ଏଥର ବହୁମତ ଠାରୁ ବହୁ ଆଗରେ ରହିଛି । ଏହାକୁ ଦେଖି କେଜ୍ରିୱାଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେ ନିଜ ପରାଜୟ ସ୍ୱିକାର କରିଛନ୍ତି । ଏଥର ସେ ବିରୋଧୀ ଆସନରେ ବସିବା ସହ ବିଧାନସଭାରେ ଲୋକଙ୍କ ସମସ୍ୟାକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି । ଦିଲ୍ଳୀର ବିକାଶ କ୍ଷେତ୍ରରେ କେଜ୍ରିୱାଲ ସରକାର କାମ କରିବ ବୋଲି ସେ ଅଶା କରିଛନ୍ତି ।
BREAKING NEWS
- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା
- ଓଡ଼ିଶା ଜନତା କଂଗ୍ରେସରେ ସାଂଗଠନିକ ପୁନର୍ଗଠନ, ୪ ପ୍ରମୁଖ ବିଭାଗ ପାଇଁ ନୂଆ ସଭାପତି ଓ ଅଧ୍ୟକ୍ଷ ନିଯୁକ୍ତ
- ଗ୍ରହର ବଡ଼ ପରିବର୍ତ୍ତନ: ଜୁଲାଇରୁ ଆରମ୍ଭ ‘ରାଜଯୋଗ’, ଏହି ୫ଟି ରାଶିର ଖୋଲିବ ଭାଗ୍ୟ
- ବାରମ୍ବାର ରିଚାର୍ଜ ଝଞ୍ଜଟରୁ ମୁକ୍ତି: ଭୋଡାଫୋନ୍-ଆଇଡିଆ ଆଣିଲା ନୂଆ ପ୍ଲାନ, ମିଳିବ ଅନଲିମିଟେଡ୍ ଡାଟା
- Illegal Fly Ash Dumping:ପାଉଁଶ ମାପିଆଙ୍କ ବିରୋଧରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଉପବାଚସ୍ପତିଙ୍କ ଚିଠି; ସ୍ୱତନ୍ତ୍ର ସ୍ପେଶାଲ୍ ଟାସ୍କ ଫୋର୍ସ ଗଠନ କରିବାକୁ ପ୍ରସ୍ତାବ
- ୩୦ ବର୍ଷର ସେବା ପରେ କାମରୁ ବାହାର କରିଦେଇଥିଲା ଏସବିଆଇ; ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ଐତିହାସିକ ନିର୍ଦ୍ଦେଶ
- July school holidays: ଜୁଲାଇରେ ପିଲାଙ୍କ ମଜା, ଖାଲି ଛୁଟି ହିଁ ଛୁଟି, ଏହିସବୁ ଦିନ ବନ୍ଦ ରହିବ ବିଦ୍ୟାଳୟ…
- ସରକାରଙ୍କ ବଡ଼ ନିଷ୍ପତ୍ତି: ତ୍ରୁଟି ସଂଶୋଧନ କରି ପିଲାଙ୍କୁ ବଣ୍ଟାଯିବ ନୂଆ ବହି
- ଫେରିଲା ମୌସୁମୀ: ଜୁଲାଇ ୩ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ନୂଆ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
- ପଶ୍ଚିମ ଓଡ଼ିଶାକୁ ଶାହଙ୍କ ବଡ଼ ଭେଟି: ବରଗଡ଼ରେ ୧,୭୫୦ କୋଟିର ମେଗା ଇଥାନଲ ପ୍ଲାଣ୍ଟ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

Comments are closed.