ୟୁପି: ୟୁପି ପୋଲିସ ଉପରେ ଆରୋପ ଲଗାଇଲେ ଆପ ବିଧାୟକ । ଉତ୍ତରପ୍ରଦେଶ ମେରଠର ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପରିବାର ଓ ପରିଜନ ସଦସ୍ୟଙ୍କୁ ପୋଲିସ ମାରପିଟ୍ କରିଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ଆପ୍ର ସଫଳତାକୁ ନେଇ ପରିକ୍ଷିତଗଡ ଅଚଂଳ ଆଗବାନପୁର ଗାରଁରେ ନିଜ ବନ୍ଧୁ ଏବଂ ପରିବାର ସଦସ୍ୟମାନେ ମିଶି ଖୁସି ମନାଉଥିବା ବେଳେ ପୋଲିସ ତାଙ୍କୁ ମାରପିଟ୍ କରିବା ସହ ଅସଭ୍ୟ ଭାଷା ଗାଳିଗୁଲଜ ମଧ୍ୟ କରିଥିବା ଅମାନତୁଲ୍ଲା ଖାନ କହିଛନ୍ତି । ସେପଟେ କିନ୍ତୁ ୟୁପି ପୋଲିସ ଏପରି ଅଭିଯୋଗକୁ ଖଣ୍ଡନ କରିଛି । ପୋଲିସ କହିଛି ଯେ, ବିନା ଅନୁମତିରେ ସେଠାରେ ଉତ୍ସବ ପାଳନ କରାଯାଉଥିଲା । ଯାହା ପାଇଁ ତାଙ୍କୁ ବୁଝାସୁଝା କରାଯାଇଛି । ଏପରିକି କିଛି କାମ ନକରନ୍ତୁ ଯେଉଁଥିରେ ପରିବେଶକୁ କ୍ଷତି ପଂହଚିବ । ହେଲେ ମାର୍ପିଟ୍ ଅଭିଯୋଗ ମିଥ୍ୟା ବୋଲି ପୋଲିସ କହିଛି ।
BREAKING NEWS
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
Comments are closed.