ଛିନ୍ଧୱାଡା:ଏଠାରେ ଏକ ସାମୁହିକ ବିବାହ ସମ୍ମିଳନୀରେ ୩୩୫୩ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହାକୁ ଗୋଲ୍ଡେନ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି । ସବୁ ଧର୍ମ ଏବଂ ଦିବ୍ୟାଙ୍ଗବ୍ୟକ୍ତି ମଧ୍ୟ ବିବାହ କରିଥିଲେ ।
ପୂର୍ବରୁ ଏତେ ସଂଖ୍ୟକ ଏକତ୍ର ବିବାହ କରି ନ ଥିଲେ । ଏହି ମହାସମ୍ମିଳନୀ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଥିଲା । ବିବାହ ପରେ ସମସ୍ତ ଯୋଡି ଖୁସି ଖୁସି ଘରକୁ ଫେରିଥିଲେ । ମୁଖ୍ୟମନ୍ତ୍ରୀ କମଳନାଥ ଏହି ଅବସରରେ ଉପସ୍ଥିତ ଥିଲେ ।
Comments are closed.