ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଏସ ମୁରଲିଧରଙ୍କ ବଦଳି ହୋଇଛି । ରାତାରାତି ତାଙ୍କୁ ବଦଳି କରାଯାଇଛି । ସିଏଏକୁ ନେଇ ଦିଲ୍ଲୀରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଏହାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ଏସ ମୁରଲିଧର । ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଦଳି କରାଯାଇ ପଂଜାବ-ହରିୟାଣା ହାଇକୋର୍ଟରେ ଅବସ୍ଥାପିତ କରାଯାଇଛି ।
ରାଷ୍ଟ୍ରପତି ଭବନରୁ ଜଷ୍ଟିସ ମୁରଲିଧରଙ୍କ ବଦଳି ନେଇ ଅଧିସୁଚନା ଜାରି ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େଙ୍କ ସହ ପରାମର୍ଶ କରିବା ପରେ ଏସ ମୁରଲିଧରଙ୍କୁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟରୁ ପଂଜାବ-ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିବା ନେଇ ସୂଚନା ଜାରି କରିଛନ୍ତି । ସୁଚନା ଅନୁସାରେ, ଗତକାଲି ଏହି ମାମଲାର ଶୁଣାଣି କରାଯାଇ ଥିଲା । ତେବେ ନିଷ୍ପତିକୁ ଗୁରୁବାର ଯାଏଁ ସ୍ଥିଗିତ ରଖାଯାଇଛି ।
BREAKING NEWS
- ଦ୍ରୁତ, ସ୍ମାର୍ଟ ଏବଂ ଶକ୍ତି-ଦକ୍ଷ କମ୍ପ୍ୟୁଟିଂ ଦିଗରେ ଆଇଆଇଟି ଭୁବନେଶ୍ୱର ବୈଜ୍ଞାନିକଙ୍କ ପ୍ରମୁଖ ସଫଳତା
- ଏଣିକି ଉଚ୍ଚ ଅମଳକ୍ଷମ ଆଖୁ ଚାଷ କରାଯିବ;ଓୟୁଏଟି ବାହାର କରିଛି ୬ ପ୍ରକାରର ଆଖୁ କିସମ
- ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଆସୁଛି IRCTC ର ନୂଆ ୱେବସାଇଟ୍, ମିନିଟ୍କେ ବୁକ୍ ହେବ ଦେଢ଼ ଲକ୍ଷ ଟିକେଟ୍
- ବନ୍ୟଜନ୍ତୁ ଶିକାର ଅଭିଯୋଗ: ୪ ଗିରଫ
- ଆମ୍ବୁଲାନ୍ସ ପହଞ୍ଚିଲାନି, ଟ୍ରାକ୍ଟରରେ ଜନ୍ମହେଲା ଶିଶୁ କନ୍ୟା
- ଏଣିକି ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ: ସରକାରଙ୍କ କଡ଼ା ନିର୍ଦ୍ଦେଶ
- କଳାବଜାରୀର ପର୍ଦ୍ଦାଫାଶ: ଏକ୍ସପାୟାର୍ଡ କସମେଟିକ୍ସ ଓ ଖାଦ୍ୟ ବିକୁଥିବା ବାପା-ପୁଅ ଗିରଫ
- ଇସ୍କନ୍ ରଥ ଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା..
- ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ
- ଅନୁଗୋଳ କୋର୍ଟକୁ ବୋମା ଧମକ: ବଢିଲା ସୁରକ୍ଷା ବ୍ୟବସ୍ଥା, ଖୋଳତାଡ଼ ଜାରି
Comments are closed.