ଇସଲାମାବାଦ: ପାକିସ୍ତାନକୁ ଧମକ ଦେଲେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ । ସୋସିଆଲ ମିଡିଆର ଲୋକପ୍ରିୟ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର, ଗୁଗୁଲ ଭଳି ଅନେକ କମ୍ପାନୀ ପାକିସ୍ତାନ ବିରୋଧରେ ଏବେ ସ୍ୱର ଉଠାଇଛନ୍ତି । ପାକିସ୍ତାନରେ ସେବା ବନ୍ଦ କରିବାକୁ ସେମାନେ ଧମକ ଦେଇଛନ୍ତି ।
ପାକିସ୍ତାନର ଡିଜିଟାଲ ସେନ୍ସରସିପ୍ ନିୟମକୁ ନେଇ କମ୍ପାନୀ ଗୁଡିକ ଇମ୍ରାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସେନ୍ସରସିପ୍ ନିୟମ ଯୋଗୁଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ନିଜ ସେବା ଜାରି ରଖିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀକୁ ନେଇ ଗଠିତ ଗୋଷ୍ଠୀ ଏସିଆ ଇଣ୍ଟରନେଟ୍ କୋଲେସେନ୍ ପକ୍ଷରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଚିଠି ଲେଖିଛନ୍ତି । ଡିଜିଟାଲ ସେନ୍ସରସିପ୍ ଆଇନ୍ରେ ପରିବର୍ତ୍ତନ ଆଣିବା ପାଇଁ ସେମାନେ ଦାବି କରିଛନ୍ତି । ଯଦି ପରିବର୍ତ୍ତନ ନହୁଏ ତେବେ ପାକିସ୍ତାନରୁ ନିଜର ସେବାଗୁଡିକୁ ବାଧ୍ୟ ହୋଇ ବନ୍ଦ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
BREAKING NEWS
- Shikar Teaser Released: ଅମ୍ଲାନ ଏଲିନାଙ୍କ ‘ଶିକାର’ଟିଜର ରିଲିଜ; ରଜରେ ଆସୁଛି ଏହି ସସପେନ୍ସରେ ଭରା ଫିଲ୍ମ
- CBSE ନବମ, ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୩ ଭାଷା ବାଧ୍ୟତାମୂଳକ
- ଚମ୍ପକକୁ ନେଇ ଅସନ୍ତୁଷ୍ଟ କୋହଲି
- ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନରେ ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ କରିବାରେ ଅର୍ଦ୍ଧସାମରିକ ବାହିନୀ ସବୁଠୁ ଆଗରେ..
- ଛୁଆ ଜନ୍ମ କଲେ ମିଳିବ ହଜାର ହଜାର ଟଙ୍କା, ଆସିଲା ନୂଆ ଯୋଜନା
- ବାଘଛାଲ ଚୋରା ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ପୋଲିସ; ୩ ଗିରଫ
- NEET ପେପର ଲିକ୍; ବରିଷ୍ଠ ବାୟୋଲୋଜି ଅଧ୍ୟାପିକା ଗିରଫ
- ପେଟ୍ରୋଲ ଉପରେ ୩ ଟଙ୍କାର SAED କାହିଁକି ଲଗାଇଲେ ସରକାର
- ସୈଫ୍ ଅଲ୍ଲୀ ଖାନଙ୍କ ଖୁଲାସା; “ମୈଁ ଖିଲାଡି ତୁ ଅନାରୀ” ହଲିଉଡ୍ ଫିଲ୍ମର ରିମେକ୍ ଥିଲା
- Army chief warns Pakistan:’ଭୂଗୋଳର ଅଂଶ ହେବାକୁ ଚାହାଁନ୍ତି ନା ଇତିହାସର?’ ପାକିସ୍ତାନକୁ ସେନା ମୁଖ୍ୟଙ୍କ କଡ଼ା ଚେତାବନୀ
Comments are closed.