ମୁମ୍ବାଇ: ନିକଟରେ ବାଗୀ-୩ ଫିଲ୍ମ ରଲିଜ ହେବା ସହ ଆଭରେଜ ଧରଣର ବ୍ୟବସାୟ ଜାରି ରଖିଛି । ଏହି ଫିଲ୍ମରେ ବାପା ଜ୍ୟାକି ଶ୍ରଫ ଓ ପୁଅ ଟାଇଗର ପ୍ରଥମ ଥର ପାଇଁ ଏକତ୍ର କାମ କରୁଛନ୍ତି । ପରିବାର ସଦସ୍ୟଙ୍କ ସହ ସ୍କ୍ରିନ ଶେୟାର କରିବା ନିଶ୍ଚିତ ଭାବେ ଖୁସିର କଥା ବୋଲି ଜ୍ୟାକି କହିଛନ୍ତି । ଏହି ଅବସରରେ ସେ କାହିଁକି ପୁଅ ନାମ ଟାଇଗର ରଖିଲେ ସେ ବିଷୟରେ କହିଥିଲେ ।
ଛୋଟ ପିଲା ବେଳେ ସେ ସବୁବେଳେ ନଖରେ ମୋ ଆଖିକୁ ରାମ୍ପୁଡି ଥାଏ । ଆଖିକୁ ସବୁବେଳେ ଖାଇବା ପାଇଁ ଚେଷ୍ଟା କରିଥାଏ । ବୋଧହୁଏ ସେ ଭାବି ନେଇଥିଲା ଆଖି ଗୋଟୋ ଖାଇବା ଜିନିଷ । ବାରମ୍ବାର ଏପରି କରିବାକୁ ତାର ନାମ ମୁଁ ଟାଇଗର ରଖିଥିଲି । ବର୍ତମାନ ଭାବୁଛି ଟାଇଗର ନାଁ ତା ପାଇଁ ପ୍ରକୃତରେ ପ୍ରଯୁଯ୍ୟ ଥିଲା ବୋଲି ଜ୍ୟାକି କହିଛନ୍ତି ।
BREAKING NEWS
- Odisha Orangutan Rescue:ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ
- ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର
- ଓରାଙ୍ଗ ଉଟାନ ଚାଲାଣରେ ସମ୍ପୃକ୍ତି ଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନେସନାଲ ଜୁ ଅଥରିଟିକୁ ଚିଠି
- ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ
- Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…
- ପ୍ରଶଂସକଙ୍କୁ ନିରାଶ କରିଛି ବିଶ୍ୱକପ ଖେଳିବା ନେଇ ରୋହିତଙ୍କ ବୟାନ
- ଭାରତରେ କାହିଁକି ଶସ୍ତା ହେଉନି ଆପଲ୍ ଫୋନ୍?
- ଦୀର୍ଘ ୧୪ ବର୍ଷ ପରେ ଦୁଲୀପ ଟ୍ରଫି ଚାମ୍ପିୟନ୍ ହେଲା ଇଷ୍ଟ ଜୋନ୍
- ପାକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଭାରତ
- ନବୋଦୟ ବିଦ୍ୟାଳୟ ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଗଲା ଛାତ୍ରଙ୍କ ଦାନ୍ତ; ଚିକିତ୍ସାଳୟରେ ଭର୍ତ୍ତି

Comments are closed.