ନୂଆଦିଲ୍ଲୀ: ବାତିଲ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ । ଆସନ୍ତା ମାର୍ଚ୍ଚ ୧୭ରେ ମୋଦୀ ବାଂଲାଦେଶ ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିଲା । ତେବେ ମାରାତ୍ମକ ଭୂତାଣୁ କରୋନା ଲାଗି ଏହି ଗସ୍ତକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ସେଠାରେ ୩ ଜଣ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ମୋଦୀଙ୍କ ଗସ୍ତକୁ ବାତିଲ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିମନ୍ତ୍ରଣ କରିଥିଲେ । ମାର୍ଚ୍ଚ ୧୭ରେ ବାଂଲାଦେଶରେ ଅନୁଷ୍ଠିତ ହେବାକୁ ଥିବା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମଦିବସ ପାଳନକୁ ମଧ୍ୟ ସରକାର ବନ୍ଦ କରିଛନ୍ତି । ମୋଦୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ ।
BREAKING NEWS
- କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ଗିରଫ
- Kisan Credit Card: କିଷାନ କ୍ରେଡିଟ୍ କାର୍ଡ ନିୟମରେ ବଡ ପରିବର୍ତ୍ତନ କଲା RBI, ଆସନ୍ତା ଜାନୁଆରୀରୁ ହେବ କାର୍ଯ୍ୟକାରୀ, ଜାଣନ୍ତୁ ନୂଆ ନିୟମରେ କ’ଣ ରହିଛି?
- ଫୁଟପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
- 35 ସେକେଣ୍ଡରେ ଧରାପଡିବେ ଅପରାଧୀ, ଲଞ୍ଚ ହେଲା ‘ଅଭିଜ୍ଞାନ’ ଆପ୍
- Bear Killing Case:ଭାଲୁ ମୃତ୍ୟୁ ମାମଲାରେ ୩ଟି ଗାଁର ୫ ଗିରଫ, ଆଉ ଗିରଫଦାରୀ ହୋଇପାରେ…
- NTAର ଅବହେଳା; ନାଗପୁର ଛାତ୍ର ଆବୁଧାବିରେ ଦେବେ ପରୀକ୍ଷା
- ଖାନ୍ ସାରଙ୍କୁ ବଡ଼ ଆଶ୍ୱସ୍ତି, ହେବେନି ଗିରଫ…
- ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ଆବେଦନ ଆରମ୍ଭ
- ଓଡ଼ିଶାର ଡିଜିଟାଲ ପରିମଳ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି
- ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଆସିଲା ନୂଆ ଏସ୍ଓପି, ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଛାଡ଼

Comments are closed.