ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ବିଜୟ ମିଶ୍ର ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିଥିବା ପ୍ରସଙ୍ଗକୁ ନେଇ ଦେଇଥିବା ମନ୍ତବ୍ୟର ଜବାବ ଦେଇଛି ବିଜେଡି । ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜୟ ମହାପାତ୍ରଙ୍କ ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ ।
ସେ କହିଛନ୍ତି ଯେ, ୟେସ୍ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରୁଥିବା ବେଳେ ବଜେପି ଶାସିତ କେନ୍ଦ୍ର ଅଧିନରେ ରହିଛି ରିଜର୍ଭ ବ୍ୟାଙ୍କ । ଉଭୟ ଭାରତୀୟ ରଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ବାରମ୍ବାର କହି ଆସୁଛନ୍ତି ଯେ, ୟେସ୍ ବ୍ୟାଙ୍କରେ ଥିବା ସମସ୍ତ ଅର୍ଥ ସୁରକ୍ଷିତ ଅଛି । ତେବେ ୟେସ୍ ବ୍ୟାଙ୍କରେ ଥିବା ଟଙ୍କା ଅସୁରକ୍ଷିତ ଅଛି ବୋଲି ବିଜେପି କିଭଳି କହୁଛି ବୋଲି ବିଜେଡି ପ୍ରଶ୍ନ କରିଛି ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କେନ୍ଦ୍ର ବିଜେପି କିମ୍ବା ରାଜ୍ୟ ବିଜେପି କିଏ ଜଣେ ମିଛ କହୁଛି । ତେଣୁ ଏଭଳି ବିବୃତ୍ତି ରଖିବା ପୂର୍ବରୁ ରାଜ୍ୟ ବିଜେପି ନେତାମାନେ କେନ୍ଦ୍ର ବିଜେପି ସହ ଯୋଗାଯୋଗ କରି ନେବା ଉଚିତ ବୋଲି ବିଜୟ ସିଂହ ପରାମର୍ଶ ଦେଇଛନ୍ତି ।
BREAKING NEWS
- ଭୁବନେଶ୍ବରରେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ; ୩୫ ଘଣ୍ଟା…
- Babri Yatra: ଏଠାରେ ଆରମ୍ଭ ହେଲା ବାବ୍ରି ମସଜିଦ୍ ନିର୍ମାଣ
- ଭାରତ ବନ୍ଦ ପ୍ରଭାବ: ବାତିଲ ହେଲା ଏହି ସବୁ ପରୀକ୍ଷା
- ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ୨ ଓଡ଼ିଆ ଫିଲ୍ମ
- କାନପୁରର ଲାମ୍ବୋର୍ଗିନି ଦୁର୍ଘଟଣା; ଆଇନ ଜାଲରୁ ବଞ୍ଚିବାକୁ ଡମି ଡ୍ରାଇଭର ଆଣିଥିଲେ ଟାଇକୁନଙ୍କ ପୁଅ
- ରତ୍ନଭଣ୍ଡାର ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- Student Consumed Liqour:ପୁଣି ବିଦ୍ୟାଳୟକୁ ମଦ ପିଇ ଆସିଲେ ଦୁଇ ଛାତ୍ର; ନିଶାସକ୍ତ ଛାତ୍ରଙ୍କ ମା’କହିଲେ…
- OTET Result: ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ;ମୋଟ୍ ୧ ଲକ୍ଷ ୬ ହଜାର ୪୧ ଉତ୍ତୀର୍ଣ୍ଣ
- ସୁନା ଦର କମିଲା; ରୂପାର ଦର…
- Better To Abolish RERA: ‘କେବଳ ବିଲ୍ଡରମାନଙ୍କୁ ସମର୍ଥନ କରୁଛି, ୟାକୁ ବନ୍ଦ୍ କର…’, RERA ଆଇନ ନେଇ ବର୍ଷିଲେ ସୁପ୍ରିମକୋର୍ଟ
Comments are closed.