ନୂଆଦିଲ୍ଲୀ: ନିକଟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ଦିଲ୍ଳୀ ହିଂସା ପଛରେ ରହିଛି ପିଏଫ୍ ଆଇ ତଥା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ହାତ । ଏନେଇ ତଦନ୍ତରୁ ଦିଲ୍ଲୀ ସ୍ପେଶାଲ ସେଲ୍ ପୋଲିସ ଜାଣିବାକୁ ପାଇଛି । ଏହାପରେ ଗୁରୁବାର ସକାଳେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ସଭାପତି ପରଭେଜ ଅହମ୍ମଦ ଏବଂ ସଚିବ ମହମ୍ମଦ ଇଲିୟାସ । ଇଡି ଏ ଦୁଇ ଜଣଙ୍କୁ ଏବେ ପଚରାଉଚରା କରୁଛି ।
ସିଏଏ ବିରୋଧରେ ପ୍ରଦର୍ଶନ ପାଇଁ ଏ ଦୁଇ ଜଣ ପାଣ୍ଠି ଯୋଗାଉଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ଗତ ମାସରେ ହୋଇଥିବା ଦିଲ୍ଲୀ ହିଂସାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨ଶହରୁ ଅଧିକ ଆହତ ହୋଇଥିଲେ । ସିଏଏ ଓ ଏନ୍ଆର୍ସିକୁ ବିରୋଧ କରି ଉୟଭ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ ।
BREAKING NEWS
- ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
- ରାଜ୍ୟ ପୋଲିସରେ ନୂଆ ପରିବର୍ତ୍ତନ: ବିନୟତୋଷ ମିଶ୍ରଙ୍କ କାନ୍ଧରେ ପଡ଼ିଲା ପୋଲିସ ବିଭାଗର ସର୍ବୋଚ୍ଚ ଭାର, ଜାଣନ୍ତୁ କିଏ ଏହି ଅଫିସର?
- ଅବସର ପରେ କୋଚିଂ ଦାୟିତ୍ୱ ନେବେ କି ବିରାଟ ଓ ରୋହିତ ? ଭବିଷ୍ୟତକୁ ନେଇ ବଡ଼ କଥା କହିଲେ ଅଶ୍ୱିନ
- ଦୁଷ୍କର୍ମ ଅଭିଯୋଗରେ ଆରେଷ୍ଟ ହେଲେ ଅଭିଷେକ୍ ପୋରେଲ: ୧୪ ଦିନିଆ ଜେଲ୍ ହାଜତକୁ ପଠାଇଲେ କୋର୍ଟ
- Madhubabu pension yojana: ଖୁବ ଶୀଘ୍ର ମିଳିବ ଭତ୍ତା;ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ
- ହଷ୍ଟେଲ ୱାର୍ଡେନଙ୍କ ଇସ୍ତଫା ପରେ ତେଜିଲା ରେଭେନ୍ସା ଅଶାନ୍ତି: କର୍ତ୍ତୃପକ୍ଷଙ୍କୁ ଅଲ୍ଟିମେଟମ୍ ଦେଲା ଅଧ୍ୟାପକ ସଂଘ
- ଅମିତ ଶାହାଙ୍କ ବିରୋଧରେ ଅସଂସଦୀୟ ଶବ୍ଦ ପ୍ରୟୋଗ ଅଭିଯୋଗ: ଅଗଷ୍ଟ ୨୮ ମଧ୍ୟରେ ଜବାବ ଦେବାକୁ ରାହୁଲଙ୍କୁ ନିର୍ଦ୍ଦେଶ
- ପ୍ରେମିକର ଘର ଆଗରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ: ହସ୍ପିଟାଲରେ ଛାଡ଼ି ପ୍ରେମିକ ଫେରାର୍
- ଟାଟା ଷ୍ଟିଲ୍ର ବଡ଼ ନିଷ୍ପତ୍ତି: ମାତ୍ର ୧୦୦ ଟଙ୍କାରେ ବିକ୍ରି ହେଲା ଆଇଏସଏଲ ଫୁଟବଲ୍ କ୍ଲବ୍ ‘ଜାମସେଦପୁର ଏଫସି
- ଜୁଲାଇରୁ ଲଗାଣ ବର୍ଷାରେ ଭିଜୁଛି ଓଡ଼ିଶା: କାହିଁକି ଥମୁନି ବର୍ଷା, ଜାଣନ୍ତୁ ପ୍ରକୃତ କାରଣ

Comments are closed.