ଭୁବନେଶ୍ୱର: ଆଗୁଆ ବିଧାନସଭା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । କରୋନା ଆଳରେ ଗୃହ ବନ୍ଦ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ମୁଖ୍ୟମନ୍ତ୍ରୀ ଯେଉଁଭଳି ବିଧାନସଭା ବଜେଟ ଅଧିବେଶନକୁ ବନ୍ଦ କଲେ, ତା ପଛରେ ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଜମା ଟଙ୍କା କେଳେଙ୍କାରୀ ରହିଛି ବୋଲି ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ।
କାଳେ ସରକାରଙ୍କ ଚରିତ୍ର ପଦାରେ ପଡିଯିବ, ସେହି ଭୟରେ ଗୃହ ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି । କରୋନା ରୋକିବା ବଦଳରେ ଲୋକଙ୍କୁ ସ୍ୱଚ୍ଛତା ଓ ସଚେତନତାର ଭେଳିକି କାହିଁକି ରାଜ୍ୟ ସରକାର ଦେଖାଉଛନ୍ତି ବୋଲି ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଛନ୍ତି ।
BREAKING NEWS
- Government Job: ୩୦ ପରେ ବି ଆପଣଙ୍କ ପାଇଁ ଅପେକ୍ଷା କରିଛି ଏହି ସରକାରୀ ଚାକିରି! ଆଜି ହିଁ ଆରମ୍ଭ କରନ୍ତୁ ପଢାପଢି…
- Building collapses in Delhi: ଭୁଶୁଡ଼ିଲା କୋଠା; ଅନେକ ଫସିଥିବା ଆଶଙ୍କା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
- ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କଠାରୁ ଅଟଳ ବିହାରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ନାଗରମଲ୍ଲ ବାଜୋରିଆ ଆଉ ନାହାନ୍ତି
- Bittu Tabahi: ସାବାସ୍ ବିଟ୍ଟୁ!ଏକାକୀ କାନ୍ଧରେ ଉଠାଇlଥିଲେ ନଦୀର ଭାର…ମୁଖ୍ୟମନ୍ତ୍ରୀ ପାଖକୁ ଡାକି ଦେଲେ ସାବାସୀ…
- ବିଷାକ୍ତ ମଦ ପିଇ ୧୨ ମୃତ, ଅନେକ ଗୁରୁତର
- ଇଣ୍ଡୋନେସିଆରେ ଜ୍ୱାଲାମୁଖୀ ବିସ୍ଫୋରଣର କାୟା: ଆକାଶରେ ୫୦ ହଜାର ଫୁଟ ପର୍ଯ୍ୟନ୍ତ ଛାଇଗଲା କଳା ପାଉଁଶର ମେଘ
- ବିଶ୍ୱ ବଜାରରେ ହଲଚଲ: ଆମେରିକା ଏବଂ କାନାଡ଼ାରୁ ୮୬ ଟନ୍ ସୁନା ଲଣ୍ଡନ ସ୍ଥାନାନ୍ତର କଲା ନେଦରଲ୍ୟାଣ୍ଡ୍ସ
- ମହାନନ୍ଦ ଏକ୍ସପ୍ରେସ ଲାଇନଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
- ପଶ୍ଚିମ ଏସିଆରେ ବଢ଼ୁଛି ଯୁଦ୍ଧ ଜ୍ୱାଳା: ଇରାନର ତେଲ ଟ୍ୟାଙ୍କରକୁ ଟାର୍ଗେଟ୍ କଲା ଆମେରିକା, ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା
- ଖେଳାଳିଙ୍କୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡର କଡ଼ା କାର୍ଯ୍ୟାନୁଷ୍ଠାନ: କ୍ରିକେଟରଙ୍କ ମୋବାଇଲ୍ ଫୋନ୍ ଜବତ କଲା PCB

Comments are closed.