Latest Odisha News

ନିର୍ଭୟା ଦୋଷୀଙ୍କ ଫାଶୀ ବ୍ୟତୀତ ତିହାର ଜେଲରେ ଦିଆଯାଇଥିବା ଅନ୍ୟ ଫାଶୀ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାଡ ଜେଲରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ଫାଶୀ ପରେ ନିର୍ଭୟାଙ୍କ ମାତା ପିତା ୨୦ ମାର୍ଚ୍ଚକୁ ନିର୍ଭୟା ଦିବସ ରୂପେ ପାଳନ କରିବାକୁ କହିଛନ୍ତି । ଏହା ପୂର୍ବରୁ ନିର୍ଭୟା ଦୋଷୀଙ୍କ ଓକିଲ ଶେଷ ସମୟ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀରୁ ବଂଚାଇବା ପାଇଁ ଚେଷ୍ଟା କରିଥିଲେ ।

ତିହାର ଜେଲରେ ପ୍ରଥମ ଥର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯାଇଛି । ଏହି ୪ଜଣ ଦୋଷୀଙ୍କ ଫାଶୀ ପୂର୍ବରୁ ତିହାର ଜେଲରେ ଦିଆଯାଇଥିବା ଅନ୍ୟ ଫାଶୀ ଗୁଡିକ ବିଷୟରେ ଜାଣନ୍ତୁ ।

୧୯୮୨- ରଙ୍ଗା-ବିଲ୍ଲା

୧୯୮୩- ମୋହମ୍ମଦ ମକବୁଲ ଭଟ୍ଟ

୧୯୮୫- କରତାର ସିଂହ-ଉଜାଗର ସିଂହ

୧୯୮୯- ସତବନ୍ତ ସିଂହ-କେହର ସିଂହ

୨୦୧୩- ଅଫଜଲ ଗୁରୁ

Leave A Reply

Your email address will not be published.