ଭୁବନେଶ୍ୱର: ବିଶୋଧନ ହେଉଛି ପୁରା ରାଜଧାନୀ । ଚାରିଆଡେ ସିଂଚନ କରାଯାଉଛି ରାସାୟନିକ ପାଣି । ଭୁବନେଶ୍ୱର ବମିଖାଲ ଅଂଚଳରୁ ଶୁକ୍ରବାର ୩ଟି କରୋନା ପିଜିଟିଭ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏହି ଅଂଚଳକୁ ଆଜି ପୁରା ସାନିଟାଇଜ କରାଯାଇଛି ।
ଅଗ୍ନିଶମ ବିଭାଗ ଓ ସହରର ସ୍ୱାସ୍ଥ୍ୟ ବିଭାଗର ୨ଟି ଟିମ୍ ଓ ୪ଟି ଦମକଳ ଗାଡି ରସୁଲଗଡ ଅଂଚଳରୁ ଝାରପଡା ଓଭରବ୍ରିଜ ପର୍ଯ୍ୟନ୍ତ ଏବଂ ବମିଖାଲ ଗାଁ, ଜୟଦୁର୍ଗା ନଗର ଅଂଚଳରେ ବ୍ଲିଚିଂ ଓ କ୍ଲୋରିନ୍ ପାଣି ପକାଇ ବିଶୋଧନ କରିଛନ୍ତି ।
BREAKING NEWS
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
Comments are closed.