ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଂଚଳରେ ଆଉ ୪୮ ଘଂଟା ପାଇଁ କଂଟେନମେଂଟ ଅବଧି ବୃଦ୍ଧି କରାଯାଇଛି । ଏନେଇ ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୁର୍ବରୁ ୧୨ ତାରିଖରେ ଏଠାରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୪୮ ଘଂଟା ପାଇଁ ବିଶ୍ରା ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଆଜି ଏହି କଟକଣା ଅବଧି ଶେଷ ହେଉଥିବା ବେଳେ ଏହାକୁ ପୁଣି ଥରେ ଆଉ ୪୮ ଘଂଟା ପାଇଁ ବଢ଼ାଇ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୧୬ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଏଠାରେ କଟକଣା ଜାରି ରହିବ । ପରେ ସ୍ଥିତିକୁ ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
BREAKING NEWS
- ନୂଆ ବିଲ୍ ଉପରେ ଟ୍ରମ୍ପଙ୍କ ମୋହର, ଭାରତ-ଚୀନ୍ ଉପରେ ଲାଗିପାରେ ୧୦୦% ଶୁଳ୍କ
- କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ
- ଆଜି ସନ୍ଧ୍ୟା ସୁଦ୍ଧା ଆଣ୍ଡାମାନ ସାଗରରେ ହୋଇପାରେ ଲଘୁଚାପ କ୍ଷେତ୍ର ସୃଷ୍ଟି
- ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କାର ଆୟକର ଦେଉଛି ବିସିସିଆଇ
- ଆସୁଛି ପାର୍ବଣ, କିଏ ସମ୍ଭାଳିବେ କମିଶନରେଟ୍ ପୋଲିସର ମଙ୍ଗ? ନୂଆ ଡିସିପି ପଦ ପାଇଁ ଏକାଧିକ ଆଇପିଏସଙ୍କ ନାଁ ଚର୍ଚ୍ଚାରେ
- ବିରୋଧର ନୂଆ ତରିକା: ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଗାଡ଼ିକୁ ଅଣ୍ଡା ଫିଙ୍ଗିଲେ ଅସନ୍ତୁଷ୍ଟ ଯୁବକ
- ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ଓ ଦର ନିର୍ଦ୍ଧାରଣ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ
- ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ:ଶିଳ୍ପ ମନ୍ତ୍ରୀ
- କ୍ୟାଟ୍ରିନା ଓ ଐଶ୍ୱର୍ଯ୍ୟାଙ୍କୁ ବଡି ଶେମିଂ: ସମାଜରେ ମୋଟାପଣକୁ ନେଇ କାହିଁକି ଏତେ ଘୃଣା?
- ୟୁପିଆଇ ନେଣଦେଣ ବିବାଦ ଉପରେ ନବୀନଙ୍କ ବଡ଼ ବୟାନ: ‘ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ହେବା ଜରୁରୀ’

Comments are closed.