Latest Odisha News

BREAKING NEWS

ଓଡ଼ିଶାରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ୭ଟି ପଜିଟିଭ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ, ୧୦,୬୪୧ଟି କୋଭିଡ୍‌-୧୯ ନମୂନା ପରୀକ୍ଷା ହୋଇଥିବା ବେଳେ ୧୦,୫୭୩ଟି ନେଗେଟିଭ୍ ଆସିଛି । ସମୁଦାୟ ଓଡ଼ିଶାରେ ଏବେ ୬୮କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା।

Leave A Reply

Your email address will not be published.