ଭୁବନେଶ୍ୱର: ମଦ ପିଇ ବିଧାନସଭା ଆସିଲେ ହରାଇବାକୁ ପଡିବ ଚାକିରୀ। ବିଧାନସଭା କର୍ମଚାରୀଙ୍କ ପାଇଁ ଏଭଳି କଡା କଟକଣା ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କେବଳ ସେତିକି ନୁହେଁ ପାନ, ସିଗାରେଟ ମନା । ଛେପ ପକାଇବାକୁ ବି ବାରଣ କରିଛନ୍ତି ବାଚସ୍ପତି। ଲୋକସଭା ବାଚସ୍ପତିଙ୍କ ସହ ଭିଡିଓ କନଫରେନସିଂ କଥା ହେବା ପରେ ସେ ଏହି ସୂଚନା ଦେଇଛନ୍ତି।
କରୋନା ମୁକାବିଲା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ ଏନ୍ଆଇସି କାର୍ଯ୍ୟାଳୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଭିଡିଓ କନଫରେନ୍ସିଂରେ ଭାଗ ନେଇଛନ୍ତି। କରୋନା ମୁକାବିଲାରେ ବିଧାୟକଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା ହୋଇଛି।
ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଧାନସଭାର ଦାୟିତ୍ୱ ଓ କର୍ତ୍ତବ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଲୋକସଭା ବାଚସ୍ପତିଙ୍କ ସହ ଆଲୋଚନା ପରେ ଓଡିଶା ବାଚସ୍ପତି ସୂଚନା ଦେଇ କହିଛନ୍ତି, ବାହାର ରାଜ୍ୟରେ ଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ସ୍ୱତନ୍ତ୍ର ହେଲପ୍ ଡେସ୍କ ଖୋଲାଯିବ। ସେମାନଙ୍କ ସମ୍ପର୍କରେ ତଥ୍ୟ ମିଳିଲେ ଥଇଥାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ବାଚସ୍ପତି କହିଛନ୍ତି।
BREAKING NEWS
- ପାକିସ୍ତାନ ପ୍ରେମରେ ଆମେରିକା, ଭାରତକୁ କରୁଛି…
- ମହଙ୍ଗା ସାବ୍ୟସ୍ତ ହୋଇପାରେ ଏଆଇ ପରାମର୍ଶରେ ଔଷଧ ସେବନ
- ୧ କେଜି ଲୁଣ ପ୍ୟାକେଟରେ କେତେ ଦାନା ରହିଛି, ମିଳିଲା ଉତ୍ତର…
- “କର୍ପୋରେଟ୍ ଜିହାଦ” ପାଇଁ କମ୍ପାନୀକୁ କେଉଁଠାରୁ ମିଳେ ପାଣ୍ଠି ?
- ଜର୍ମାନୀ ମଡେଲଙ୍କ ଫଟୋକୁ ଲାଇକ କଲେ କୋହଲି
- ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟଣା; ମାଲିକ ଅନୀଲ ଅଗ୍ରୱାଲଙ୍କ ନାଁରେ ମାମଲା ରୁଜୁ
- Harivansh re-elected Rajya Sabha dy chairman: ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେଲେ ହରିବଂଶ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
- ସୁବର୍ଣ୍ଣରେଖା ନଦୀରୁ ପୁଣି ବାହାରିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ତୃତୀୟ ବୋମା
- ସରକାରୀ ଡାକ୍ତରଖାନାରେ ୩୦୦ରୁ ଅଧିକ ପିଲା HIV ପଜିଟିଭ୍
- Trump on 40-minute call with ‘friend’ PM Modi: ଫୋନ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ’ଣ କଥାବାର୍ତ୍ତା ହୋଇଥିଲା? ବଡ଼ ଖୁଲାସା କଲେ ରାଷ୍ଟ୍ରପତି ଟ୍ରମ୍ପ
Comments are closed.