ଭୁୁବନେଶ୍ୱର: ବଢ଼ିପାରେ କ୍ୱାରେଂଟିନ ଅବଧି । ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଂଟିନ ଅବଧି ପର୍ବରୁ ୧୪ ଦିନ ଥିବା ବେଳେ ଏହା ଏବେ ୨୧ ଦିନ ପର୍ଯ୍ୟନ୍ତ ବଢ଼ିପାରେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ଏଥିସହ ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନ ରକ୍ଷା ପାଇଁ ବି ସେ ପରାମର୍ଶ ଦେଇଥିବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
BREAKING NEWS
- ଆଜିଠୁ ଓଜେଇଇ, ମୋଟ ୬୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୬୫,୭୪୨ ଛାତ୍ରଛାତ୍ରୀ
- ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ
- ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
- ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ
- ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ
- ସହଜ ନୁହେଁ ସାନଖେମୁଣ୍ଡି
- ବିଏସପିରେ ଯୋଗ ଦେଲେ ଆପର ପୂର୍ବତନ ମନ୍ତ୍ରୀ ରାଜକୁମାର
- ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
- ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ବିଜେପିର ନିର୍ବାଚନୀ ଷ୍ଟଣ୍ଟ: ଚନ୍ନି