Latest Odisha News

BREAKING NEWS

ଏଥର ହେବନି ଶୀତଳଷଷ୍ଠୀ ଯାତ୍ରା !

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ହେବ କି ନାହିଁ । ସେ ନେଇ କୌଣସି ସ୍ପଷ୍ଟ ନିଷ୍ପର୍ସ ବାହରି ପାରିଲା ନାହିଁ । ଝୁଲାରେ ରହିଲା ଯାତ୍ରା ନିଷ୍ପତି । ଏନେଇ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ଦିର କାର‌୍ୟ୍ୟାଳୟରେ ଚାରି ନିଯୋଗ ସହ ବିଏମସି ଅତିରିକ୍ତ କମିଶନରଙ୍କ ଆଲୋଚନା ହୋଇଛି । ତେବେ ଏଥିରୁ କୌଣସି ନିଷ୍କର୍ସ ବାହାରି ପାରିଲାନି । ସେପଟେ ସେବାୟତମାନେ ମନ୍ଦିର ପରମ୍ପରା ରକ୍ଷା କରାଯାଉ ବୋଲି ଦାବି କରିଛନ୍ତି । ଏନେଇ ସେମାନେ ବିଏମସି କମିଶନର ଓ ଡିସିପିଙ୍କୁ ଭେଟିବେ ବୋଲି କହିଛନ୍ତି ।

Leave A Reply

Your email address will not be published.