ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆଉ ୬୩ କରୋନା ରୋଗୀଙ୍କ ସମ୍ପର୍କରେ ଓଡିଶା ସରକାର ଶୁକ୍ରବାର ଦିନ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି।
ଏହି ସମସ୍ତ ମାମଲାଗୁଡ଼ିକ କ୍ୱାରେଣ୍ଟାଇନ କେନ୍ଦ୍ରର ବୋଲି ଚିହ୍ନଟ ହୋଇଛି।
ଏନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।
Total Positive Cases till 9 am: 1723
Active Cases: 827
New Cases: 6302 cases in Sundergarh
(All in quarantine centres. Maharashtra returnees)02 cases in Bhubaneswar
(In quarantine centre. 1 Maharashtra & 1 Delhi returnees)01 case in Puri
(In quarantine centre. CG returnee)— I & PR Department, Odisha (@IPR_Odisha) May 29, 2020
03 cases in Balasore
(All in quarantine centres. 1 Maharashtra, 1 WB & 1 TN returnees)01 case in Mayurbhanj
(In quarantine centre. TN returnee)01 case in Nabarangapur
(In quarantine centre. Surat returnee)01 case in Koraput
(In quarantine centre. AP returnee)— I & PR Department, Odisha (@IPR_Odisha) May 29, 2020
କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ମାନେ ନିକଟ ଅତୀତରେ ଆନ୍ଧ୍ରପ୍ରଦେଶ, ସୁୁୁରଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ଛତିଶଗଡ଼ ଓ ତେଲେଙ୍ଗାନାରୁ ଫେରିଥିଲେ।
ଅଧିକ ପଢନ୍ତୁ- ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କରୋନା ପଜିଟିଭ, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ
ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରେ ପହଞ୍ଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.