ୱାଶିଂଟନ: ସୋସିଆଲ ସାଇଟରେ ଏବେ ଷ୍ଟାର ସାଜିଛି ବିଗ୍ କୋକୋ ପଫ ନାମକ ଠେକୁଆ । ଇନଷ୍ଟାଗ୍ରାମରେ ଏହାର କେବଳ ୩ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋର୍ସ । ଆସନ୍ତୁ ଜାଣିବା ଏହି ବିଶାଳକାୟ ଠେକୁଆ ବିଷୟରେ । ଏହାର ମାଲିକ ମ୍ୟାକ ସ୍ମିଥ ତାଙ୍କ ପିଲାମାନଙ୍କ ପାଇଁ ଏକ ପୋଷା ଜନ୍ତୁ ଆଣିବା ପାଇଁ ଚାହୁଁଥିଲେ । ବିଶେଷ କରି ଝିଅ ମେସି ଜୀବଜନ୍ତୁଙ୍କୁ ବେଶି ଭଲ ପାଉଥିଲା । କୁକୁର, ବିଲେଇ ଆଣିବା ବଦଳରେ ନିରୀହ ଠେକୁଆ ଆଣିଥିଲୁ ।
ଧିରେ ଧିରେ ଏହି ଠେକୁଆ କୋକୋ ପଫ୍ ସମସ୍ତଙ୍କ ପ୍ରିୟ ହୋଇଗଲା । ତାହାର ଶରୀର ମଧ୍ୟ ଅନ୍ୟ ଠେକୁଆ ତୁଳନାରେ ବଢ଼ିବାକୁ ଲାଗିଲା । ବର୍ତମାନ ଏହା ଏକ କୁକୁର ସମକକ୍ଷ ହୋଇଗଲାଣି । ସବୁଦିନ ବିଭିନ୍ନ ପ୍ରକାର କଂଚା ପରିବା ଓ ଫଳ ତାକୁ ଖାଇବାକୁ ଦିଆଯାଇଥାଏ ବୋଲି ମେସିର ମାଆ ଲିଣ୍ଡସେ କହିଛନ୍ତି । ସୋସିଆଲ ସାଇଟରେ ଆମେ କୋକୋ ପଫ୍ ଲାଗି ପରିଚିତ ହୋଇଥିବାରୁ ଗର୍ବ ଅନୁଭବ କରୁଛୁ ବୋଲି କହିଛନ୍ତି । ବିଭିନ୍ନ ସୋସିଆଲ ସାଇଟରେ ଆମେ ଏହାର ଭେରିଫାଇଡ ଆକଂଉଟ ଖୋଲିଛୁ ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.