ଭୁବନେଶ୍ୱର: ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା କୁ ନେଇ ସାରା ରାଜ୍ୟରେ ବିରୋଧ ପରେ ଆଜି ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ଜରୁରୀ ବୈଠକ।
ଭିଡିଓ କନଫରେନସିଂ ଜରିଆରେ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ସମସ୍ତ ସ୍ଵୟଂ ଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କ ସହ ଏବାବଦରେ ଆଲୋଚନା ହେବ। ପରୀକ୍ଷା ଓ ଶିକ୍ଷାୟତନ ନେଇ ଆଲୋଚନା ହେବା। ସକାଳ ୧୧ଟା ରୁ ଦିନ ୨ ଟା ଯାଏ ଏହି ବୈଠକ ଚାଲିବା ନେଇ ଜଣା ପଡ଼ିଛି। ପୂର୍ବରୁ ବିଭାଗ ପକ୍ଷରୁ ଯୁକ୍ତ ତିନି ଓ ପିଜି ର ଶେଷ ସେମିଷ୍ଟର ପରୀକ୍ଷାକୁ ଛାଡ଼ି ଅନ୍ୟ ସେମିଷ୍ଟର ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନେଇ ଦେଖା ଦେଇଥିଲା ଅନେକ ଅସନ୍ତୋଷ।
BREAKING NEWS
- Illegal Arms Seizure:ବ୍ଲକିଂ ଓ ଯାଞ୍ଚ ବେଳେ ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର;୨ ଗିରଫ
- Shree Gundicha Temple: ଶ୍ରଦ୍ଧାଳୁଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର;ଦର୍ଶନ ପାଇଁ ଟିକେଟ ମୂଲ୍ୟ…
- ପାକିସ୍ତାନୀ ସେନା ପାଇଁ ବଢ଼ିଲା ଚିନ୍ତା : ବିଏଲ୍ଏ କବଜାରେ ପାକର ଏହି ଅଞ୍ଚଳ
- ୧୦୦ ବର୍ଷ ପରେ ମିଳିଲା ନୂଆ ବିଲେଇ ପ୍ରଜାତିର ସନ୍ଧାନ
- ଏସୀୟ କ୍ରୀଡ଼ା ୨୦୨୬: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ଜର୍ସି, ରହିବା ସମସ୍ୟାର ସମାଧାନ
- ୱେଷ୍ଟଇଣ୍ଡିଜ୍ ସିରିଜ୍: ୱାଶିଂଟନ୍ ସୁନ୍ଦରଙ୍କୁ ନେଇ ଲକ୍ଷ୍ମଣ, ଗମ୍ଭୀର ଓ ଗିଲ୍ଙ୍କ ମଧ୍ୟରେ ମତଭେଦ
- Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…
- PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ ମୋଦୀ
- ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି
- ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Comments are closed.