Latest Odisha News

BREAKING NEWS

ସୁଶାନ୍ତ କେସ୍ : ସଲମାନଙ୍କୁ ପୁନର୍ବାର ଟାର୍ଗେଟ କଲେ ଦବଙ୍ଗ ନିର୍ଦ୍ଦେଶକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅନେକଙ୍କୁ ମୁହଁ ଖୋଲିବାରେ ସାହାସ ଯୋଗାଇଛି । ଶନିବାର ଦବଙ୍ଗ ନିର୍ଦ୍ଦେଶକ ଅଭିନବ କଶ୍ୟପ ପୁନର୍ବାର ସଲମାନ ଖାଁଙ୍କୁ ଟାର୍ଗେଟ କରିଛନ୍ତି । ସଲମାନଙ୍କ ବିଇଙ୍ଗ ହ୍ୟୁମାନ ସଂସ୍ଥା ମନି ଲଣ୍ଡରିଂ ହବ୍ ବୋଲି ସେ ଆକ୍ଷେପ କରିଛନ୍ତି । ସଲମାନ ଏବଂ ତାଙ୍କ ଭାଇମାନଙ୍କ ଯୋଗୁ ମୋ କ୍ୟାରିୟର ବର୍ବାଦ ହୋଇଛି ବୋଲି ସେ କହିଛନ୍ତି । ବିଇଙ୍ଗ ହ୍ୟୁମାନ ଚ୍ୟାରିଟେବଲ ସଂସ୍ଥା ନାମରେ ଲୋକଙ୍କଠାରୁ ଅର୍ଥ ଠକୁଛି ।

ଏମାନେ କେବେ କାହାକୁ ଦେଇ ନାହାନ୍ତି, ନେବା ଏହି ପରିବାରର ପ୍ରକୃତି ବୋଲି ସେ କହିଛନ୍ତି । ଅଭିନବଙ୍କ ଏହି ମନ୍ତବ୍ୟ ସ୍ୱତନ୍ତ୍ର ନିଜସ୍ୱ । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବଲିଉଡର ଗୁମର ପଦାରେ ପଡୁଛି ।

Leave A Reply

Your email address will not be published.