ପୁରୀ: ଜନ୍ମବେଦୀରେ ଶ୍ରୀଜୀଉ । ଆଜି ବହାରିଛି ପ୍ରଥମ ଆଡ଼ପ ଅବଢ଼ା । ଗୁରୁବାର ସକାଳ ୫.୫୭ରେ ଦ୍ୱାର ଫିଟା ହୋଇଥିବାବେଳ ୭ଟା ରେ ମଙ୍ଗଳ ଆଳତି ଏବଂ ୮.୦୫ ରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଏବଂ ସକାଳ ଧୂପରେ ଆଜି ପ୍ରଥମ ଆଡ଼ପ ଅଭଡ଼ା ବାହାରିଥିଲା। ଆଡ଼ପ ଅଭଡ଼ା ପାଇବା ଲାଗି ଭକ୍ତଙ୍କ ଠାରେ ଦେଖାଦେଇଥିଲା ଉତ୍କଣ୍ଠା । ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଜଯୋଗ ର ଆଲୋଚନା ପରେ ସାଧାରଣ ଭକ୍ତଙ୍କ ଲାଗି ପୁରୀ ବସ ଷ୍ଟାଣ୍ଡ ନିକଟରେ ଅବଢା ବିକ୍ରୟ ଲାଗି ବ୍ୟବସ୍ଥା କରାଯାଇଥିଲା । ଟୁକନ ମାଧ୍ୟମରେ ଭକ୍ତ ଅବଢା କ୍ରୟ କରିବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର କୋଭିଡ କଟକଣା ଅନୁଯାୟୀ ସେହିଠାରେ ଅଭଡ଼ା ସେବନ କରିବା ପାଇଁ ବରଣ କରାଯାଇଥିଲା । ଭକ୍ତ ମନେ ପ୍ରଥମ ଆଡ଼ପ ଅବଢା ପାଇ ବେଶ୍ ଖୁସି ହୋଇଥିବା ଦେଖିବାକୁ ମିଳିଛି ।
BREAKING NEWS
- ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର
- ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- ‘ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ,ମଜବୁତ ହେବ ଜାତୀୟ ଅର୍ଥନୀତି’
- SIR 2026: ଭୋଟର ତାଲିକା ସଂଶୋଧନ ପାଇଁ ସମୟ ବୃଦ୍ଧି…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
Comments are closed.