Latest Odisha News

କେନ୍ଦୁଝରର ୧୦ ଗାଁ ୪୮ ଘଣ୍ଟା ଲାଗି ସଟଡାଉନ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତରେ ଥିବା ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ରବିବାର ଏହି ଅଞ୍ଚଳର ୧୦ଟି ଗ୍ରାମକୁ ୪୮ ଘଣ୍ଟିଆ ସଟଡାଉନ୍ କରାଯାଇଛି ।

ଡୁମୁରିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ନାୟକ ସୂଚନା ଦେଇ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ଏବଂ ଦୁଗ୍ଧ ଯୋଗାଣ ଭଳି ଜରୁରୀକାଳୀନ ସେବାକୁ ବାଦ୍ ଦେଇ ପଞ୍ଚାୟତର ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ।

Leave A Reply

Your email address will not be published.