Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲା ବାହାରିନରୁ ପ୍ରବାସୀ ଓଡିଆଙ୍କୁ ଧରି ଆସୁଥିବା ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର: ବାହାରିନରୁ ୬୮ ଓଡିଆ ପ୍ରବାସୀଙ୍କ ସମେତ ୧୫୦ ଜଣଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଶନିବାର ରାତିରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି ।

BjdElectrycity

ଏହି ବିମାନ ପ୍ରଥମେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା, ପରେ ସେଠାରୁ କିଛି ଯାତ୍ରୀ ଓହ୍ଲାଇବା ପରେ ଏହା ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା।

ସୂଚନାନୁଯାୟୀ, ବାହାରିନରୁ ଭୁବନେଶ୍ୱରକୁ ଆସୁଥିବା ଏହା ହେଉଛି ଦ୍ୱିତୀୟ ପ୍ରତ୍ୟାବର୍ତ୍ତନ ବିମାନ। ଏହି ପ୍ରତ୍ୟାବର୍ତ୍ତନ ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଅଟେ । ଗତ ଜୁନ୍ ୨୦ ରେ ପ୍ରାୟ ୧୪୫ ଓଡିଆ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ଆସିଥିଲା ।

Leave A Reply

Your email address will not be published.