Latest Odisha News

BREAKING NEWS

ଲକ୍‌ଡାଉନ୍ ଭିତରେ ହେବ ଯୁକ୍ତ ୨ ଖାତାଦେଖା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ଲକଡାଉନ୍ ଲାଗୁ ହୋଇଛି । ତେବେ ଏହି ଲକଡାଉନ୍ ଭିତରେ ମଧ୍ୟ ଯୁକ୍ତ ୨ ଖାତାଦେଖା ଚାଲିବ । ଏନେଇ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଯୁକ୍ତ ୨ ମୂଲ୍ୟାୟନ ଦେଇ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ବିଭାଗ ଜଣାଇଛି ।

ଯୁକ୍ତ ୨ ମୂଲ୍ୟାୟନ ପାଇଁ ପଦକ୍ଷେପ ନେବାକୁ ସିଏଚ୍‌ଏସଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଖାତାଦେଖା ସମୟରେ କରୋନା ଗାଇଡ ଲାଇନ୍ ପାଳନ କରିବାକୁ ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.