ପୁରୀ: ମଙ୍ଗଳବାର ଭାଦ୍ରବ ଶୁକ୍ଳ ଚତୁର୍ଦଶୀ ତିଥି ଅବସରରେ ସନ୍ଧ୍ୟା ଧୂପ ବଢ଼ିବାପରେ ଶ୍ରୀ ଅନନ୍ତ ଦେବଙ୍କ ପାଖରେ (ମୁକ୍ତି ମଣ୍ଡପ ନିକଟ ) ଅନନ୍ତ ଚତୁର୍ଦ୍ଦଶୀ ନୀତି ହୋଇଥାଏ । ଯୋଗଣିଆ, ମହାସ୍ନାନ ପାଇଁ ଆବଶ୍ୟକ ଜିନିଷମାନ ଯଥା ମହୁ,ଘିଅ,ଗୁଡ଼,କ୍ଷୀର, ଓ ଦହି ଏହି ପଞ୍ଚାମୃତ ପୂଜାପଣ୍ଡା ସାମନ୍ତଙ୍କୁ ଯୋଗାଇଲାପରେ ଅନନ୍ତ ମହାପ୍ରଭୁଙ୍କ ମହାସ୍ନାନ ବଢ଼ାଇ ଭୋଗ ସାରିବାପରେ ଅନନ୍ତଵ୍ରତ କଥା ପାଠ କରିଥିଲେ । ଏହାପରେ ଅନନ୍ତ ନାରାୟଣ ଦେବଙ୍କୁ ଯଥାରୀତି ଭୋଗ ଅର୍ପଣ ପରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇ ନୀତି ପାଳିତ ହୋଇଥିଲା ।
BREAKING NEWS
- ବ୍ୟାଙ୍କରୁ ଆସିଥିଲା ବିଡ଼ା ବିଡ଼ା ନୋଟ୍, ପଛେ ପଛେ ମାଡ଼ିବସିଲା ଭିଜିଲାନ୍ସ; ଜାଣନ୍ତୁ କେଉଁଠି ଚାଲିଥିଲା ଏହି କଳା କାରନାମା
- ଜାରି ହେଲା ନ୍ୟାସନାଲ ଆମ୍ବୁଲାନ୍ସ ସର୍ଭିସେସ୍ ମାର୍ଗଦର୍ଶିକା, ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା
- ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରି ପାରନ୍ତି ନୀତିଶ
- Women Safety: ଅଭିନେତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର! ‘କେଉଁଠି ଅଛି ମହିଳା ସୁରକ୍ଷା?’ ପ୍ରଶ୍ନ କରି, ବଖାଣିଲେ ବେଦନା…
- ଚାଷୀଙ୍କୁ ଆଶ୍ୱସ୍ତୀ, ବଢିଲା ରବି ଧାନ ସଂଗ୍ରହ ଅବଧି
- ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ, ଯୁବକ ଅଟକ
- ଆଶାରାମଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା; ଜାମିନ ନାମଞ୍ଜୁର ସହ ରାଜସ୍ଥାନ ସରକାରଙ୍କୁ ଜାରି ହେଲା ନୋଟିସ
- ଖଣ୍ଡଗିରି ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଭଉଣୀକୁ ହଇରାଣ କରିବାରୁ ପ୍ରତିଶୋଧ ନେଲା ନାବାଳକ ଭାଇ, ୨ ଗିରଫ
- India-Pak Talk: ପରଦା ପଛରେ ଭାରତ-ପାକିସ୍ତାନ ଗୁପ୍ତ ବୈଠକ? ସ୍ପଷ୍ଟୀକରଣ ରଖିଲେ ବିଦେଶ ସଚିବ…
- ଗ୍ରାହକଙ୍କ ପାଇଁ ଖୁସି ଖବର! କମିଲା ସୁନା ଓ ରୁପା ଦର

Comments are closed.